Odisha Link
Bridging the Missing Links in Odisha
Browsing Tag

ICC Women’s T20 World Cup

କାଲି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ:…

ମେଲବର୍ଣ୍ଣ: ଆସନ୍ତାକାଲି ସାରା ବିଶ୍ବ ପାଳନ କରିବ ବିଶ୍ବ ମହିଳା ଦିବସ। ଅପରପକ୍ଷେ ଏହି ଦିବସରେ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି…

ମହିଳା ଟି-୨୦ ବିଶ୍ବକପ୍: ବର୍ଷା ପାଇଁ…

ସିଡନି: ୨୦୨୦ ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳ ହେବା ପୂର୍ବରୁ ସିଡନୀରେ ଲଗାଣ ବର୍ଷା ଲାଗି ରହିଥିଲା ଯାହା ଫଳରେ ଟସ୍‌ ମଧ୍ୟ ପଡ଼ି ପାରିନଥିଲା। ବର୍ଷା ନଛାଡ଼ିବାରୁ ପ୍ରଥମ ସେମି ମ୍ୟାଚକୁ ବାତିଲ କରିଦେଇଛି…

ମହିଳା ଟି-୨୦ ବିଶ୍ବକପ୍‌: ଆଜି…

ସିଡ୍‌ନି : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅପରାଜେୟ ଥିବା ଭାରତ ଫାଇନାଲ୍‌ ସ୍ଥାନ ପାଇଁ ଆଜି ଇଂଲଣ୍ଡକୁ ସେମିଫାଇନାଲ ମ୍ୟାଚରେ ଭେଟିବ। ବିଶ୍ବକପରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଦେଇଥିବାରୁ ଭାରତ ପ୍ରଥମ ଥର ଫାଇନାଲ୍‌ ଖେଳିବା ଆଶାରେ ରହିଛି। ବିଜେତା ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ…

ମହିଳା ଟି-୨୦ ବିଶ୍ବକପ୍: ହ୍ୟାଟ୍ରିକ୍‌…

ମେଲବର୍ଣ୍ଣ: ଭାରତୀୟ ମହିଳା ଦଳ ଆଜି ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୩ ରନରେ ପରାସ୍ତ କରିଛି। ଏଥିସହିତ ବିଶ୍ବକପରେ ଟିମ୍‌ ଇଣ୍ଡିଆର ହ୍ୟାଟ୍ରିକ୍‌ ବିଜୟ। ଏହି ବିଜୟ ଫଳରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଟିମ୍‌ ଇଣ୍ଡିଆ ୪ର୍ଥ ପାଇଁ ବିଶ୍ବକପ୍‌…

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଟିମ୍‌…

ପର୍ଥ: ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍‌ ଚମତ୍କାର ବିଜୟ ଲାଭ କରିଛି। ଭାରତ ତା’ର ପ୍ରଥମ…

ମହିଳା ଟି-୨୦ ବିଶ୍ବକପ୍: ଆଜି…

ପର୍ଥ: ଆଜି ଭାରତୀୟ ମହିଳା ଦଳ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚ ଖେଳିବ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟ ଅଭିଯାନ ଜାରି…

ମହିଳା ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ…

ସିଡନୀ: ଆଜିଠୁ ଆରମ୍ଭ ହୋଇଛି ମହିଳା ଟି-୨୦ କ୍ରିକେଟ ମହାସମର। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଆଜି ଦମଦାର ପ୍ରଦର୍ଶନ କରିଛି। ଟିମ୍‌ ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ପରାସ୍ତ କରି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତର ବିଜୟରେ ସ୍ପିନର ପୂନମ ଯାଦବଙ୍କ ସ୍ମରଣୀୟ ଭୂମିକା ରହିଛି। ପୂନମ ମାତ୍ର ୧୯ ରନ୍…