Odisha Link
Bridging the Missing Links in Odisha
Browsing Tag

ICC

ଟେଷ୍ଟ ର‍୍ୟାଙ୍କିଙ୍ଗ୍: ଟପ୍‌-୧୦ରେ ତିନି…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୦ ବର୍ଷର ଶେଷ ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଉଭୟ ବ୍ୟାଟସମ୍ୟାନ୍‌ ଓ ବୋଲରଙ୍କ ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି ଆଇସିସି। ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‌ ଟପ୍‌-୧୦ ତାଲିକାରେ ଟିମ୍‌ ଇଣ୍ଡିଆର ୩ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆର ତିନି ଖେଳାଳି ଅଛନ୍ତି।…

ଆଇସିସି ଜାରି କଲା ମହିଳା କ୍ରିକେଟ…

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା କ୍ରିକେଟ ବିଶ୍ବକପ୍‌ ୨୦୨୨ର ମ୍ୟାଚ୍ ସୂଚୀ ଘୋଷଣା କରିଛି। ୨୦୨୨ରେ ହେବାକୁ ଥିବା ୧୨ ତମ ମହିଳା କ୍ରିକେଟ ମହାକୁମ୍ଭରେ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ। ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ୨୦୨୨ ମାର୍ଚ୍ଚ ୪ ତାରିଖରେ ଖେଳାଯିବ। ଏହି…

ଆଇସିସି ଅଧ୍ୟକ୍ଷ ନିର୍ବାଚନ:…

ଦୁବାଇ: ଅଗାମାୀ ଆଇସିସି ଅଧ୍ୟକ୍ଷ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଗତ ଜୁଲାଇ ମାସରୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଛି। ତିିନ ମାସ ବିତି ଯାଇଥିଲେ ମଧ୍ୟ ଆଇସିସିର ନୂଆ ଅଧ୍ୟକ୍ଷ ମନୋନୟନ କିମ୍ବା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ପାରିନାହିଁ। ଅକ୍ଟୋବର…

ICC Ranking: ମଲାନ୍‌ ଶ୍ରେଷ୍ଠ…

ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ୍। ସଦ୍ୟ ପ୍ରକାଶିତ ର‍୍ୟାଙ୍କିଙ୍ଗ୍‌ରେ ଟି-୨୦ ଫର୍ମାଟର ୧ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ହେଲେ ଇଂଲଣ୍ଡର ଡେଭିଡ ମଲାନ୍। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାକିସ୍ତାନ ଦଳର ଅଧିନାୟକ ବାବାର ଆଜାମଙ୍କୁ…

୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସାରା ବିଶ୍ବ ଚିନ୍ତିତ। ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍‌ କଟକଣା କାର୍ଯ୍ୟକାରୀ କରିଥିଲେ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସବୁ ସ୍ଥଗିତ ରହିଥିଲା। କରୋନା ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ…

୨୦୨୧ ଦିନିକିଆ ମହିଳା ବିଶ୍ବକପ୍‌ ପାଇଁ…

ଦୁବାଇ: ୨୦୨୧ ମସିହାରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ ଦିନିକିଆ ମହିଳା ବିଶ୍ବକପ୍। ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୧ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆଇସିସି ମହିଳା ବିଶ୍ୱକପ୍ ଆସନ୍ତାବର୍ଷ…

୨୦୦୭ ଟି-୨୦ ବିଶ୍ବକପର ହିରୋ, ୨୦୨୦ରେ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ଏବେ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଛି। ଡାକ୍ତର ମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ପୋଲିସ୍‌ କର୍ମୀ ମାନେ ଜନସାଧାରଣଙ୍କୁୁ ବୁଝେଇବା ସହିତ ଲକ୍‌ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି।…

ICC ପଚାରିଲା ଏମାନଙ୍କ ମଧ୍ୟରୁ କିଏ ଭଲ…

ନୂଆଦିଲ୍ଲୀ: ଗତକାଲି ଆଇସିସି କିଛି ଫଟୋକୁ ଯୋଡି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରଶ୍ନ ପଚାରିଥିଲା। ଆଇସିସି ପ୍ରଶ୍ନ କରିଥିଲା ଯେ, ଆପଣଙ୍କ ମତରେ ଅତୀତ କିମ୍ବା ବର୍ତ୍ତମାନରେ କେଉଁ ବ୍ୟାଟସମ୍ୟାନ ଭଲ ପୁଲ ଶଟ ଖେଳନ୍ତି? ଆଇସିସି ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ…

ଆଇସିସିର ଶ୍ରେଷ୍ଠ ଟି-୨୦ ଦଳରେ ଭାରତର…

ଦୁବାଇ: ରବିବାର ୫ମ ଥର ପାଇଁ ମହିଳା ଟି-୨୦ ବିଶ୍ବକପ୍‌ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ ମହିଳା ଦଳ। ଫାଇନାଲ ମୁକାବିଲାରେ ପ୍ରଥମଥର ଟି-୨୦ ମହିଳା ବିଶ୍ୱକପ ଫାଇନାଲ ଖେଳିଥିବା ଟିମ୍‌ ଇଣ୍ଡିଆ ୮୫ ରନ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ମହିଳା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଇସିସି ତା’ର…

ପ୍ରକାଶ ପାଇଲା ଆଇସିସି ମହିଳା ଟି-୨୦…

ଦୁବାଇ: ଆଜି ଆଇସିସି ମହିଳା ଟି-୨୦ ର‍୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ସଦ୍ୟ ପ୍ରକାଶିତ ତାଲିକାରା ଭାରତୀୟ ମହିଳା ଦଳର ଯୁବ ଖେଳାଳି ଶେଫାଳୀ ବର୍ମାଙ୍କ ଧମାକା। ସେ ଆଇସିସି ମହିଳା ଟି-୨୦ ବ୍ୟାଟସମ୍ୟାନ ତାଲିକାରେ ନମ୍ବର ୧ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ୨୦୨୦ ଆଇସିସି ଟି-୨୦ ମହିଳା…