Odisha Link
Bridging the Missing Links in Odisha
Browsing Tag

ICU

ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ…

ଓଏ‌ଲ‌ ବ୍ୟୁରୋ: ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବାଲେଶ୍ବରରେ ଥିବା ଏଫ୍‌ଏମ୍ ମେଡିକାଲ କଲେଜରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୩ ଦିନ ହେବ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ। ଆଜି ଦୁର୍ବଳ ଅନୁଭବ କରିବାରୁ ମେଡିକାଲର ଆଇସିୟୁରେ ସାଂସଦଙ୍କୁ ଭର୍ତ୍ତି…

ଆଇସିୟୁରେ ଭର୍ତ୍ତି ହେଲେ ଚେଲ୍ଲାକୁମାର

ଭୁବନେଶ୍ୱର: ଆଇସିୟୁରେ ଭର୍ତ୍ତି ହେଲେ ଡ.ଏ.ଚେଲ୍ଲାକୁମାର। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।…

ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ଯୋଧପୁର: ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଆଶାରାମ ବାପୁ କରୋନା ସଂକ୍ରମିତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ଏବେ ସେ ରାଜସ୍ଥାନର ଯୋଧପୁର ସହରରେ ଥିବା ମହାତ୍ମାଗାନ୍ଧୀ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ଏବେ ଆଶାରାମଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର…

ICUରେ ଭର୍ତ୍ତି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା। କୋଭିଡ ୧୯ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ। ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ପ୍ରଦୀପଙ୍କୁ ଏବେ ଆଇସିୟୁର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,…

ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିପଡ଼ିଲା…

କଟକ: କଟକ ବଡ ମେଡିକାଲରେ ଅଘଟଣ। ରୋଗୀଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନ୍ ରୋଗୀଙ୍କ ଉପରେ ଖସିପଡିଲା। ଫଳରେ ଜଣେ ମହିଳା ରୋଗୀ ଜଣଙ୍କ ଗୁରୁତର ହେବା ସହ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଯାଜପୁର…

ରେମୋଙ୍କ ସ୍ବାସ୍ଥ୍ୟ ଅବସ୍ଥାର ସୂଚନା…

ମୁମ୍ବାଇ: ବଲିଉଡ୍‌ କୋରିଓଗ୍ରାଫର ତଥା ସିନେମା ନିର୍ମାତା ରେମୋ ଡିସୌଜାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ…

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ…

ଆସାମ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ହେବାରୁ ଗୋଗୋଇଙ୍କୁ ଗୁଆହାଟୀ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହୋଇଥିବା ଜଣାପଡ଼ିଛି। ୮୫ ବର୍ଷୀୟ ଗୋଗୋଇଙ୍କ…