Odisha Link
Bridging the Missing Links in Odisha
Browsing Tag

IIT

ନିଜ କଲେଜ ପ୍ରତି ପୂର୍ବତନ ଛାତ୍ରଙ୍କ…

ଓଏଲ୍‌ ବ୍ୟୁରୋ: ନିଜ ପଢ଼ୁଥିବା କଲେଜ ପ୍ରତି ଭଲପାଇବା ଦେଖାଇଛନ୍ତି ଜଣେ ଛାତ୍ର। ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ'ରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ପ୍ରଥମ କରି ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ’ (ଆଇଆଇଟି) ଜଣେ ଅଜ୍ଞାତ ଦାତାଙ୍କଠାରୁ ୧୬୦…

ଦ୍ୱାଦଶରେ ୭୫% ରଖିଲେ ଆଇଆଇଟି ଓ…

ଓଏଲ୍‌ ବ୍ୟୁରୋ : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୂତନ ନିୟମ ଜାରି କରାଯାଇଛି। ଆଇଆଇଟି, ଏନଆଇଟିରେ ନାମଲେଖା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ରେ ୭୫% ମାର୍କ ରଖିବା ଜରୁରୀ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦ୍ୱାଦଶରେ ୭୫ ପ୍ରତିଶତ ରଖିଲେ ସାଧାରଣ ବର୍ଗର ପିଲାଙ୍କୁ ନାମଲେଖା…

ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍‌ ସମ୍ମାନ ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖ ଦିନ…

ଭୁବନେଶ୍ୱରସ୍ଥ ଆଇଟିଆଇ ପରିଦର୍ଶନ କଲେ…

ଭୁବନେଶ୍ୱର :ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ଅଚାନକ ଭୁବନେଶ୍ୱରସ୍ଥିତ ଆଇଟିଆଇକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଆଇଟିଆଇ ପରିସର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷାଦାନର ବ୍ୟବସ୍ଥା, ନିୟମିତତା, ଶୃଙ୍ଖଳା ଆଦି ସଂପର୍କରେ ପଚାରି ବୁଝିଥିଲେ ।…

ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟର ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି। ଆଇଆଇଟି ମୁମ୍ବାଇକୁ ଏହି ଦାୟିତ୍ୱ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଭୁସ୍ଖଳନ ଏବେ ଏକ ନୂଆ ପ୍ରାକୃତିକ ବିପର୍ଯ୍ୟୟଭାବେ ଉଭା ହୋଇଛି।…

ଭୁବନେଶ୍ବରରେ ରକେଟ୍‌ ମ୍ୟାନ୍,…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଁଚିଲେ ରକେଟ୍ ମ୍ୟାନ୍। ଏହାସହିତ ସେ କହିଛନ୍ତି ଯେ, ଚନ୍ଦ୍ରାୟନ-୨ରେ ୯୮ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ଅନୁସନ୍ଧାନ ଚାଲିଛି। ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ। ଭୁବନେଶ୍ୱର…

ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି। ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ…