ଦେଶରେ କରୋନା: ୧୦ହଜାର ୫୮୪ ଜଣ ଆକ୍ରାନ୍ତ…
ନୂଆଦିଲ୍ଲୀ : ଦେଶରେ କରୋନା ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୪୬୩କୁ ବୃଦ୍ଧି ପାଇଛି । ଦିନକରେ ୧୦ହଜାର ୫୮୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୧୬ ହଜାର ୪୩୪କୁ…