ଭାରତୀୟ ହକି ଖେଳାଳିଙ୍କ ସହ ଫଟୋସୁଟ୍…
ଭୁବନେଶ୍ବର: ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଫଟୋସୁଟ୍। ସୋସିଆଲ ମିଡିଆରେ ଏବେ ଏହି ସବୁ ଭାଇରାଲ ହେବାରେ ଲାଗିଛି।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ…