Odisha Link
Bridging the Missing Links in Odisha
Browsing Tag

Indian Navy

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଭାରତୀୟ ବିଦେଶ ମନ୍ତ୍ରଣାଳୟକୁ ଚକିତ କଲା ଭଳି ଖବର କତାରରୁ ଆସିଲା। କତାର ଜେଲରେ ବନ୍ଦୀ ରହିଥିବା ୮ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ କତାର ଦେଲା ଫାଶୀ ଦଣ୍ଡ। ତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ…

ପ୍ରଥମଥର ପାଇଁ ଅନ୍ଧାର ରାତିରେ…

ଓଏଲ୍‌ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାକୁ ମିିଳିଲା ଆଉ ଏକ ଐତିହାସିକ ଉପଲବ୍ଧି। ମିଗ୍-୨୯କେ ବିମାନ ଆଇଏନଏସ ବିକ୍ରାନ୍ତରେ ଅନ୍ଧାର ରାତିରେ ସଫଳତା ପୂର୍ବକ ଅବତରଣ କରି ଇତିହାସ ରଚିଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି, ଏହି ଅବତରଣ ଆତ୍ମନିର୍ଭରତା ପ୍ରତି ଉତ୍ସାହର ସଙ୍କେତ ଅଟେ।…

ଭାରତର ଚିନ୍ତା ବଢାଇଲା, ଚୀନର ଗୁପ୍ତଚର…

ଓଏଲ୍ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିବାବେଳେ ଚୀନର ଜାହାଜ ଭାରତର ଚିନ୍ତା ବଢ଼ାଇଛି। ପୂର୍ବରୁ ଭାରତ ମହାସାଗରରେ ଚୀନର ଏକ ଗୁପ୍ତଚର ଜାହାଜ ଉଆନ ୱାଙ୍ଗ- ୬ ବିଦାୟ ନେବାପରେ ପୁଣି ଥରେ ଭାରତ ମହାସାଗରରେ ପ୍ରବେଶ କରିଛି ଚୀନର ଆଉ ଏକ ଜାହାଜ ଉଆନ ୱାଙ୍ଗ-୫। ଚୀନର ହାଇନାନ…

ଭାରତୀୟ ନୌସେନାରେ ସାମିଲ ହେଲା MH-60…

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା। ଦେଶର ସୀମା ସୁରକ୍ଷାକୁ ଅହଚରି ମଜଭୁତ କରିବାକୁ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଏମଏଚ୍-୬୦ଆର୍ ୨ ଟି ରୋମିଓ ମଲଟିରୋଲ ହେଲିକପ୍ଟର। ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି…

ଭାରତୀୟ ନୌସେନାରେ ସାମିଲ ହେଲା ‘INS…

ମୁମ୍ବାଇ: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ବୁଡ଼ାଜାହାଜ। ଯାହା ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିପାରିଛି। ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଅତ୍ୟାଧୁନିକ…

ଆଜି ନୌସେନାରେ ସାମିଲ ହେବ ଆଇଏନଏସ…

ନୂଆଦିଲ୍ଲୀ: ଆଜି ନୌସେନାରେ ସାମିଲ ହେବ ଆଇଏନଏସ କଭରାତି। ଆଇଏନଏସ କଭରାତି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପାଟଣାର ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିବେ। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ…

କରୋନା: ନୌସେନାର ୨୧ କର୍ମଚାରୀ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କବଳରେ ଭାରତୀୟ ନୌସେନାର କର୍ମଚାରୀ। ଭାରତୀୟ ନୌସେନାର ମୋଟ୍ ୨୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ…

ନୌବାହିନୀରେ ମହିଳାଙ୍କୁ ସମାନ ଅଧିକାର

ନୂଆଦିଲ୍ଲୀ: ମହିଳା ନୌସେନା ଅଧିକାରୀଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନୌସେନାରେ ମହିଳା ଅଧିକରୀଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୩ ମାସ ଭିତରେ ନୌସେନାରେ…

ଆଜି ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ହେଉଛି ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୪ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା ଦେଖାଇଥିଲା ଅଦମ୍ୟ ସହାସ। ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା…

ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍

ଜଫରପୁର: ଭାରତୀୟ ବାୟୁସେନା ପରେ ଏବେ ନୌସେନାରେ ପ୍ରଥମ ମଧ୍ୟ ମହିଳା ପାଇଲଟ୍ ଯୋଗ ଦେବାକୁ ଯାଉଛନ୍ତି। ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଚୟନ କରାଯାଇଛି। ଶିବାଙ୍ଗୀ ସ୍ବରୂପ କେରଳର କୋଚ୍ଚିରେ ନୌସେନା ଅପରେଶନ ଡ୍ୟୁଟିରେ ସାମିଲ ହେବେ। ବର୍ତ୍ତମାନ ଶିବାଙ୍ଗୀ…