Odisha Link
Bridging the Missing Links in Odisha
Browsing Tag

Indigo

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଇଣ୍ଡିଗୋ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀ-ଡେରାଡୁନ୍ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ସୂଚନା ଅନୁସାରେ, ଗତ ଏପ୍ରିଲ ୪ ତାରିଖରେ ୧୩୭ ଜଣ ଯାତ୍ରୀ ନେଇ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଜରୁରୀ କାଳୀନ ପରିସ୍ଥିତିରେ…

୩.୫ ଘଣ୍ଟା ପୂର୍ବରୁ ବିମାନବନ୍ଦର ଆସିବେ…

ଓଏଲ୍ ବ୍ୟୁରୋ : ବିମାନ ବନ୍ଦରରେ ଭିଡ ଓ ଶୃଙ୍ଖଳା ରକ୍ଷା ପାଇଁ ଇଣ୍ଡିଗୋର ନୂଆ ନିୟମ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଭିଡ ଓ ବିଶୃଙ୍ଖଳା ପାଇଁ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଇଣ୍ଡିଗୋ ଏୟାରଲାଇନ ତରଫରୁ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ପତ୍ର ଜାରି କରାଯାଇଥିବାବେଳେ…

ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ…

ହୁବଲୀ: ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ ଟାୟାର୍‌। କର୍ଣ୍ଣାଟକ ହୁବଲୀରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା। ଗତକାଲି ସନ୍ଧ୍ୟାରେ। ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ କୌଣସି ପ୍ରକାରର ଜୀବନ ହାନି ହୋଇନାହିଁ।ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା…

ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ମୁମ୍ବାଇ : ପୁଣେରୁ ଜୟପୁରର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ଆଜି ସକାଳୁ ପୁଣେରୁ ଜୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ୬ଇ- ୬୧୨୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଉପସ୍ଥିତ ପାଇଲଟ ବିମାନରେ…

ସ୍ମୋକ୍‌ ଅଲାରାମ୍‌ ଯୋଗୁଁ ଇଣ୍ଡିଗୋ…

ନୂଆଦିଲ୍ଲୀ: କୋୟମ୍ବଟୁରରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ପ୍ରାଥମିକ ସୂଚନା ଅନୁସାରେ, ବିମାନ କାରଗୋ ବେରେ ଧୁଆଁ ବାହାରିବାରୁ ସ୍ମୋକ୍‌ ଅଲାରାମ୍‌ ବାଜିଥିଲା ଏବଂ ବିମାନର ଜରୁରୀକାଳୀନ ଅବତରଣ କରିଯାଇଛି। ବିମାନରେ ଥିବା ୧୬୮ଜଣଯାତ୍ରୀ ଓ କ୍ରିୟୁ…