Odisha Link
Bridging the Missing Links in Odisha
Browsing Tag

Indipendence day

ଲାଲକିଲ୍ଲାରୁ ମୋଦିଙ୍କ ଭବିଷ୍ୟବାଣୀ,…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛି ୭୭ ତମ ସ୍ବାଧୀନତା ଦିବସ। ଗାଁଠୁ ସହର ସବୁଠି ଉତ୍ସବ ମୁଖର। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇଛନ୍ତି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ…

ରାଷ୍ଟ୍ରପତିଙ୍କ ସ୍ବାଧୀନତା ଦିବସ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୭୭ ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି,ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ,…

ସ୍ୱାଧୀନତା ଦିବସ: ଜାଣନ୍ତୁ ରାଜ୍ୟରେ କିଏ…

ଓଏଲ୍‌ ବ୍ୟୁରୋ: ଆଉମାତ୍ର ୪ ଦିନ ପରେ ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଗଣତନ୍ତ୍ରର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ…

ଓଡ଼ିଶାରେ ସମସ୍ତଙ୍କୁ ମାଗଣା ତ୍ରିରଙ୍ଗା

ଓଏଲ୍‌ ବ୍ୟୁରୋ: ସାରା ଦେଶ ଧୁମଧାମରେ ପାଳନ କରିବାକୁ ଯାଉଛି ସ୍ବାଧୀନତାର ଅମୃତ ମହୋତ୍ସବ। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି…

ସ୍ବାଧୀନତା ଦିବସ: ସକାଳ ୭ଟା ୩୦ରେ ଜାତୀୟ…

ନୂଆଦିଲ୍ଲୀ: ଆସନ୍ତାକାଲି କରୋନା କାଳ ମଧ୍ୟରେ ସାରା ଦେଶ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। କରୋନା ମହାମାରୀ କାରଣରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରି ପାରିବେ ନାହିଁ। କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ କରିବା…

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁ…

ଭୁବନେଶ୍ବର: ଚଳିତବର୍ଷ କରୋନା କଟକଣାରେ ପାଳିତ ହେବ ୭୪ତମ ସ୍ବାଧୀନତା ଦିବସ। ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଥିଲେ। ଆଜି ରାଜ୍ୟ ସରକାର କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବ ସେ ନେଇ ବଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା…

ନ୍ୟୁର୍ୟକରେ ଉଡ଼ିବ ତ୍ରିରଙ୍ଗା

ଓଏଲ୍‌ ବ୍ୟୁରୋ: ଆଗକୁ ସ୍ବାଧୀନତା ଦିବସ। ସାରା ଭାରତ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ଆଉ ଏକ ଗୌରବମୟ ମୁହୂର୍ତ୍ତ ନେଇ ଆସୁଛନ୍ତି ପ୍ରବାସୀ ଭାରତୀୟ। ଆମେରିକାର ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ବାଧୀନତା ଦିବସ ପାଳନ ହେବ। ଫେଡ଼େରେସନ ଅଫ୍…

ପାକ୍‌-ଅଧିକୃତ କଶ୍ମୀରରେ ପତାକା ଉତ୍ତୋଳନ…

ନୂଆଦିଲ୍ଲୀ: ଆଜି ପାକିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ। ତେବେ ପାକିସ୍ତାନ ସରକାର ଆଜିର ଦିନକୁ କଶ୍ମୀର ସମର୍ଥନ ଦିବସ ଭାବେ ମଧ୍ୟ ପାଳନ କରୁଛି। ଆସନ୍ତା କାଲି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବରେ ପାଳନ କରିବ ପାକିସ୍ତାନ। ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦…

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି…

ଭୁବନେଶ୍ବର: ଆଗାମୀ ଅଗଷ୍ଠ ୧୫ରେ ସାରା ଭାରତ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ…