Odisha Link
Bridging the Missing Links in Odisha
Browsing Tag

INDIRA GANDHI

ଟ୍ରେଣ୍ଡ କରୁଛି ଲାରା ଦତ୍ତଙ୍କ ନୂଆ ଲୁକ୍

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍‌ ବଟମ୍‌'ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏଥିଣେ ଲାରା ଦତ୍ତଙ୍କ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ରେଲରରେ ଲାରା ଦତ୍ତ ଅବିକଳ ଇନ୍ଦିରା ଗାନ୍ଧିଙ୍କ ପରି ଦେଖିବାକୁ…

କଳା ଦିବସ ଓ ମୋର କଳା କାରନାମା: ଏକ…

ଜୟପ୍ରକାଶଙ୍କ ପରି ମହାଜ୍ଞାନୀ ମହାବିପ୍ଲବୀ ଶସ୍ତା ରାଜନୈତିକ ଦଳଙ୍କ କୌଶଳ ଅବଲମ୍ବନ କରି ଇନ୍ଦିରାଙ୍କ ସହିତ ଲଢ଼ିଲେ। ଗୋଟିଏ ଚୋର ଦଳ ବିଦାହୋଇ ଆଉ ଏକ ବଡ଼ ଗ୍ୟାଙ୍ଗ୍ ଗାଦିରେ ବସିଲା। ଏ ଆନ୍ଦୋଳନ ପର୍ଯ୍ୟବେସିତ ହେଲା ନିଛକ ଦଳବଦଳିରେ।। ସମ୍ପୂର୍ଣ୍ଣ ବିପ୍ଳବ ଆନ୍ଦୋଳନ ସମ୍ପୂର୍ଣ୍ଣ ଫ୍ଲପ୍ ଶୋ'ରେ ସରିଗଲା।…

ସଞ୍ଜୟ କହିଲେ ‘ଡନ୍‌ କରୀମ ଲାଲା…

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଣ୍ଡରଓ୍ବାଲର୍ଡ ଡନ୍‌ ହାଜି ମସ୍ତାନା ଏବଂ କରିମ ଲାଲାଙ୍କ ସହ ସାକ୍ଷାତ କରୁଥିଲେ। ଈନ୍ଦିରା ଗାନ୍ଧୀଙ୍କ ଉପରେ ଏଭଳି ଆରୋପ ଆଣିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଯାହାକୁ ନେଇ ରାଜନୀତି ଗରମ ହୋଇଯାଇଛି। ନିଜର ବୟାନ ପରେ ବିବାଦ ବଢ଼ିବା ପରେ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…

ଭୁବନେଶ୍ବର : ବିବିଧତା ସତ୍ତ୍ବେ ଜାତୀୟ ଏକତା ଓ ସଂହତି ଭାରତୀୟ ଜନଜୀବନର ବିଶେଷତ୍ୱ । ଯୁଦ୍ଧ, ହିଂସା, ସାଂପ୍ରଦାୟିକତା ଓ ଅଶାନ୍ତି ଜାତୀୟ ସଂହତିକୁ ବିପନ୍ନ କରିଥାଏ । ଜାତୀୟ ସଂହତିକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଲୋଡ଼ା ବୋଲି ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ…

ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ…

ଭୁବନେଶ୍ୱର: ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଲୌହ ମାନବୀ ଭାବେ ବିବେଚନା କରାଯାଏ । ତାଙ୍କର ଦୃଢ଼ମନା ବ୍ୟକ୍ତିତ୍ୱ, ଦେଶର ନିରାପତ୍ତା, ଅଖଣ୍ଡ ଭାରତ ଏବଂ…

୪୪ ବର୍ଷ ତଳେ ଆଜି ତାରିଖରେ ହୋଇଥିଲା…

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୪୪ ବର୍ଷ ତଳେ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଦେଶର ସାଧାରଣ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଥିଲା। ୧୯୭୫ ମସିହାରେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା…

ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା…

ଚେନ୍ନାଇ: ୧୯୭୭ ମସିହାରେ ସାରା ଦେଶରେ ଚହଳ ପକାଇଥିବା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର.ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ…