Odisha Link
Bridging the Missing Links in Odisha
Browsing Tag

indonesia

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ରିକ୍ଟର…

ଓଏଲ୍‌ ବ୍ୟୁରୋ: ଭୂକଂପରେ ଥରିଲା ଜାଭା। ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିବା ଜଣା ପଡିଛି। ଇଣ୍ଡୋନେସିଆର ଜାଭାରେ ଏହି ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜାଭାରେ ହୋଇଥିବା ଏହି ବଡଧରଣର ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଛି। ଇଣ୍ଡୋନେସିଆର ଜାଭାରେ ହୋଇଥିବା ଏହି…

ଇଣ୍ଡୋନେସିଆରେ ଭୂମିକମ୍ପ : ୧୬୦ ଟପିଲା…

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଛାରଖାର ହେଲା ଇଣ୍ଡୋନେସିଆର ବଡ଼ ଦ୍ବୀପ ଜାଭା। ହଜାର, ହଜାର ଘର ଧ୍ବଂସ ହୋଇଥିବା ବେଳେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରହିଛି। ଏନେଇ ଜାଭା ରାଜ୍ୟପାଳ ରିଦ୍‌ଓ୍ବାନ କାମିଲ୍‌…

ଭାରତ-ଇଣ୍ଡୋନେସିଆ ନୌବାଣିଜ୍ୟ କଥା ମନେ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବକୁ ଐତିହାସିକ "ବାଲିଯାତ୍ରା" ସମ୍ପର୍କରେ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି। ବାଲିଯାତ୍ରା କ'ଣ, ବାଲିଯାତ୍ରା ମହତ୍ତ୍ବ କ'ଣ ସେ ବିଷୟରେ ବି ପିଏମ୍‌ ମୋଦି କହିଥିଲେ। ଅତୀତରେ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି…

ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ, ସୁନାମି…

ଜକାର୍ତ୍ତା: ଭୂକମ୍ପ ଝଟକାରେ ଥରିଛି ପୂର୍ବ ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରାଶସନ ପକ୍ଷରୁ ସତର୍କ ସୂଚନା ଜାରି…

ଟିକା ନେଲେ ମାଗଣାରେ ମିଳିବ ଚିକେନ୍

ନୂଆଦିଲ୍ଲୀ: ଟିକା ନେଲେ ମାଗଣାରେ ମିଳିବ କୁକୁଡା। ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସରକାର ଏଭଳି ନିଆରା ଉପାୟ ଆପଣାଇଛନ୍ତି। ପଶ୍ଚିମ ଜାଭାର ସିୟାନଜୁର ରିଜେନ୍ସିରେ ୪୫ରୁ ଉଦ୍ଧ୍ୱର୍ ବୟସ୍କ ନାଗରିକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଜିଲ୍ଲାଧିକାରୀମାନେ ମାଗଣା…

ଖାଇକୁ ଖସିଲା ବସ୍; ୨୭ ମୃତ, ୩୯ ଆହତ

ଜାକର୍ତ୍ତା: ଖାଇକୁ ଖସିଲା ପର୍ଯ୍ୟଟକ ବସ୍।‌ ବ୍ରେକ୍‌ ଫେଲ୍‌ କାରଣରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ପର୍ଯ୍ୟଟକ ବସ୍‌ ଖାଇରେ ଖସି ପଡ଼ିଛି। ଦୁର୍ଘଟଣାରେ ପ୍ରୟତଃ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ଏବଂ ଉଦ୍ଧାରକାରୀମାନେ କହିଛନ୍ତି। ସୂଚନା ମୁତାବକ,…

ଇଣ୍ଡୋନେସିଆରେ ଭୂକମ୍ପ: ୭ ମୃତ, ଶତାଧିକ…

ଜାକର୍ତ୍ତା: ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଭୂକମ୍ପରେ ବହୁ ଅଟ୍ଟାଳିକା ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ…

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମିଳିଲା…

ଜାକର୍ତ୍ତା: ଶନିବାର ଅପରାହ୍ନରେ ଇଣ୍ଡୋନେସିଆରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଗତକାଲି ଜାକର୍ତ୍ତାରୁ ଉଡାଣ ଭରିଥିଲା। ଏହାପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ ମୋଟ୍ ୬୨ଜଣ ଲୋକ ଥିଲେ।ଏବେ ଦୁର୍ଘଟଣାସ୍ଥଳରେ ମାନବ ଶରୀରର ଅଙ୍ଗ ମିଳିଛି। ଏନେଇ ଇଣ୍ଡୋନେସିଆର ଜଣେ…

ସମୁଦ୍ରରୁ ମିଳିଲା ନିଖୋଜ ବିମାନର…

ଜାକର୍ତ୍ତା: ନିଖୋଜ ଯାତ୍ରୀବାହୀ ବିମାନର ମିଳିଲା ପତ୍ତା। ୪ ମିନିଟ୍ ଉଡ଼ାଣ ପରେ ନିଖୋଜ ହୋଇଯାଇଥିବା ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନର ଧ୍ୱଂସାବଶେଷ ମିଳିଛି। ସମୁଦ୍ର ଭିତରୁ ଧ୍ୱଂସାବଶେଷ ମିଳିଛି।ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଯାତ୍ରୀବାହୀ ବିମାନରରେ…

ଉଡ଼ାଣ ପରେ ନିଖୋଜ ହେଲା ବିମାନ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ। ଯାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଶନିବାର ଅପରାହ୍ନରେ ଇଣ୍ଡୋନେସିଆ ଶ୍ରୀଜୟ ଏୟାର ଫ୍ଲାଇଟ୍‌ ୧୮୨ ବିମାନ ସୋକାର୍ନୋ-ହାଟା…