ଡିସେମ୍ବର ୨ରୁ ମିସନ୍ ଇନ୍ଦ୍ରଧନୁଷ
ଭୁବନେଶ୍ବର: ଶିଶୁମାନଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇଁ ସରକାର ବ୍ୟାପକ ଟୀକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ମସ୍ତିଷ୍କ ଜ୍ବର ନିରାକରଣ ପାଇଁ ନଭେମ୍ବର ୧୧ ତାରିଖରୁ ଟୀକାକରଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଇଣ୍ଟେନ୍ସିଫାଏଡ୍ ମିସନ୍ ଇନ୍ଦ୍ରଧନୁଷ ୨.୦ କାର୍ଯ୍ୟକ୍ରମରେ ରାଜ୍ୟର…