Odisha Link
Bridging the Missing Links in Odisha
Browsing Tag

IPL

ଶ୍ରେୟସ୍‌ ଆୟର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ସରିଲା ମେଗା ଅକ୍ସନ। ଆରମ୍ଭ ହେଲା ରୋମାଞ୍ଚ। ସମସ୍ତ ଦଳ ନିଜ ମନପସନ୍ଦର ଖେଳାଳି ନେଇ ସାରିବା ପରେ ଏବେ ସମସ୍ତଙ୍କ ନଜର ଟାଇଟଲ ଉପରେ। ଚଳିତ ବର୍ଷ ମୋଟ ୧୦ଟି ଦଳ ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ଦେଖାଇବେ ଚମକ। ଏଥିପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣକୌଶଳ। ଏସବୁ ମଧ୍ୟରେ…

IPLର ମେଗା ନିଲାମ ତାରିଖ ଘୋଷଣା, କେବେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କାରଣ ଖୁବଶିଘ୍ର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ହେବାକୁ ଯାଉଛି। ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବ ମହା ନିଲାମ। ଏନେଇ ବୁଧବାର ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବିସିସିଆଇର…

UAEରେ ହେବ IPL-୧୪ର ବଳକା ମ୍ୟାଚ୍:…

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣକୁ ନେଇ ଆସିଲା ବଡ଼ ଖବର। ଭାରତରେ କୋଭିଡ ସ୍ଥିତି ଅଣାୟତ୍ତ ହେବାରୁ ଆଇପିଏଲ ୧୪ର ଅଧାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲର ବଳକା ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଶନିବାର ହୋଇଥିବା ଏସଜିଏମ୍‌ ବୈଠକରେ ବିସିସିଆଇ ନିଷ୍ପତ୍ତି…

BCCIର ଗୁରୁତ୍ବପୂର୍ଣ୍ଣ ବୈଠକ: IPL-୧୪ ଓ…

ମୁମ୍ବାଇ: ଶନିବାର ମଧ୍ୟାହ୍ନରେ ବିିସିସିଆଇ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭର୍ଚୁଆଲ ମୋଡରେ ହେବ ଏହି ବୈଠକ। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ସ୍ୱତନ୍ତ୍ର ସାଧାରଣ ବୈଠକ ଅବସରରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ…

୨୦୨୧ IPL ମହାକୁମ୍ଭ ସ୍ଥଗିତ, ଘୋଷଣା କଲା…

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସଂସ୍କରଣକୁ ସ୍ଥଗିତ ରଖିଲା ବସିସିଆଇ। ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଏନେଇ ଏନଆଇକୁ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା।…

IPL: ବଦଳିଲେ ସନରାଇଜର୍ସ ହାଇଦ୍ରାବାଦ…

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଆଇପିଏଲ ମହାକୁମ୍ଭ ୨୦୨୧। ହେଲେ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ନୈରାଶ୍ୟଜନ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ କରିଛି ବଡ଼ ଘୋଷଣା। ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବା ହାଇଦ୍ରାବାଦ ଟିମ୍‌ ଅଧିନାୟକ ପଦରୁ ଓ୍ବାର୍ଣ୍ଣରଙ୍କୁ ବାଦ୍‌ ଦେଇ କେନ୍‌…

IPL: ଗୋଟିଏ ଦିନରେ ୩ଟି ରେକର୍ଡ କଲେ…

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌। ଜୈବ ସୁରକ୍ଷା ବଳୟ ଭିତରେ ଚାଲିଛି ଖେଳ। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହ ଖେଳାଳି ମାନେ କରୁଛନ୍ତି ରେକର୍ଡର ବର୍ଷା। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ପ୍ରଥମ ଖେଳାଳି ଭାବେ ଆଇପିଏଲ ଇତିହାସରେ…

IPL ଅଧାରୁ ଓହରୁଛନ୍ତି ଷ୍ଟାର ଖେଳାଳି,…

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ଜୈବ ସୁରକ୍ଷା ବଳୟରେ ଭାରତରେ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଏସବୁ ମଧ୍ୟରେ କରୋନା ଭୟାବହତାକୁ ନଜରରେ ରଖି ବିଶ୍ବର…

IPL ଅଧାରୁ ଓହରିଲେ ଅଶ୍ବିନ, ଟ୍ବିଟ୍‌…

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ଜୈବ ସୁରକ୍ଷା ବଳୟରେ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଏସବୁ ମଧ୍ୟରେ କରୋନା ଭୟାବହତାକୁ ନଜରରେ ରଖି ବିଶ୍ବର ସବୁଠୁ…

IPLରେ ଓଡ଼ିଆ ପୁଅ ରାଜେଶ !

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆଇପିଏଲରେ ଓଡ଼ିଆ ପୁଅ। ଓଡ଼ିଶାର ଷ୍ଟାର ବୋଲର ରାଜେଶ ମହାନ୍ତି ୨୦୨୧ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମର ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍‌ ରାଜେଶଙ୍କୁ ଏମଆରଏଫ‌ ପେସ୍‌ ଫାଉଣ୍ଡେସନ୍‌ ଚେନ୍ନାଇ ସୁପର…