Odisha Link
Bridging the Missing Links in Odisha
Browsing Tag

Italy

ରାଗ ଶାନ୍ତ କରିବାକୁ ୪୫୦କିମି ଚାଲିଲେ…

ନୂଆଦିଲ୍ଲୀ: ପତ୍ନୀଙ୍କ ସହ ଝଗଡ଼ା କରି ନିଜ ରାଗ ଶାନ୍ତ କରିବା ପାଇଁ ୪୫୦ କି.ମି ଚାଲିଚାଲି ପଳାଇଲେ ସ୍ବାମୀ। ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ କଥାକୁ ନେଇ କଳହ ହେବା ଏକ ସାଧାରଣ କଥା।କିନ୍ତୁ ନିଜ ରାଗ ଶାନ୍ତ କରିବାପାଇଁ ସ୍ବାମୀଙ୍କର ଏପରି କାମ ପ୍ରଥମ ଥରପଇଁ ଦେଖିବାକୁ ମିଳିଛି। ଏହି…

୧୦ ଲକ୍ଷ କରୋନା ଆକ୍ରାନ୍ତ, ୫୨ ହଜାର ମୃତ

ଓଏଲ୍‌ ବ୍ୟୁରୋ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୫୨ ହଜାରରୁ ଅଧିକ ହୋଇଛି। କାଲି ଗୋଟିଏ ଦିନରେ ବିଶ୍ବରେ ୭୪,୪୬୬ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ୫,୬୬୩ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ କେବଳ ଆମେରିକାରେ ୨୫ ହଜାର ନୂଆ ଆକ୍ରାନ୍ତ…

କରୋନା ମୃତ୍ୟୁ: ଚୀନକୁ ଟପିଲା ଇଟାଲୀ

ନୂଆଦିଲ୍ଲୀ: କରୋନା ଏବେ ବିଶ୍ୱର ୧୭୬ ରାଷ୍ଟ୍ରରେ ଏହାର କାୟା ବିସ୍ତାର କରିସାରିଲାଣି। ବିଶ୍ୱର ୨ଲକ୍ଷ ୪୫ ହଜାର ୯୯୬ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୦,୦୪୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଚୀନରେ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ଇଟାଲୀରେ କିନ୍ତୁ କରୋନା…

ପରକୀୟା ପ୍ରୀତିରୁ କରୋନା: ସ୍ତ୍ରୀଙ୍କୁ…

ଓଏସ୍‌ ବ୍ୟୁରୋ: ପରକୀୟା ପ୍ରୀତି ଜଣେ ୩୭ ବର୍ଷୀୟ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଇତାଲିରେ ପ୍ରେମିକା ସହ ବେଶ୍‌ କିଛି ମନଖୋଲା ମୁହୂର୍ତ୍ତ ଉପଭୋଗ କରି ଘରକୁ ଫେରିବା ପରେ ଯୁବକଙ୍କ ଠାରେ କରୋନା ଭାଇରସ୍‌ ଠାବ କରାଯାଇଛି। ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଯୁବକ ଜଣକ ଏବେ ଚୋରା ପୀରତି ପାଇ…

ଈଶ୍ବରଙ୍କୁ କହିଛି, କରୋନା ବିପର୍ଯ୍ୟୟ…

ଭାଟିକାନ୍: ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଈଶ୍ବରଙ୍କୁ କହିଛନ୍ତି- କରୋନା ଭୂତାଣୁ ବିପତ୍ତି ବନ୍ଦ କର। ଏକଥା ସ୍ବୟଂ ପୋପ୍‌ ପ୍ରକାଶ କରିଥିବା ବେଳେ ନିଜର ପରିବାର ସହ ପୁନଃସମ୍ପର୍କିତ ହେବା ପାଇଁ ସଙ୍ଗରୋଧ (କ୍ବାରାଣ୍ଟିନ୍) ଆପଣେଇବାକୁ କହିଛନ୍ତି। ଇତାଲିରେ କୋଭିଡ୍-୧୯…

ଇତାଲିରେ କରୋନା ଆତଙ୍କ, ପ୍ରତି ୨.୫ ହଜାର…

ଓଏସ୍‌ ବ୍ୟୁରୋ: ବିଶ୍ବରେ ସର୍ବାଧିକ କରୋନା ଆତଙ୍କ ଚୀନରେ ଥିଲେ ହେଁ, ଜନସଂଖ୍ୟା ଦଷ୍ଟିରୁ ଇତାଲି ସବୁଠାରୁ ସ୍ପର୍ଶକାତର ଦେଶ ଭାବେ ପରିଗଣିତ ହୋଇଛି। ଏହି ୟୁରୋପୀୟ ରାଷ୍ଟ୍ରରେ ପ୍ରତି ଅଢ଼େଇ ହଜାର ଲୋକରେ ଜଣେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ୍, ପ୍ରତି ଏକ ଲକ୍ଷ ଲୋକରେ ୪୦ରୁ ଅଧିକ କରୋନା…