ଆଜିଠୁ ପୁରୀବାସୀଙ୍କ ପାଇଁ ଜଗା ଦର୍ଶନ
ପୁରୀ : କରୋନା କଟକଣା ପାଇଁ ସମସ୍ତ ସ୍ଥାନ ଧର୍ମନୁଷ୍ଠାନ ବନ୍ଦ କରାଯାଇଥିଲା। ଅନେକ ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ। ତେବେ ତାହାର ଅନ୍ତ ଘଟିଛି। ଆଜି ଠାର ପୁୁରୀବାସୀଙ୍କ ଜଗା ଦର୍ଶନ ଆରମ୍ଭ ହୋଇଛି।
ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର…