Odisha Link
Bridging the Missing Links in Odisha
Browsing Tag

Jail

‘ଜେଲ୍‌ରେ ରହି ଚଲାଇବି…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ବିଗୁଲ ବାଜିବା ପରେ ଦିଲ୍ଲୀ ରାଜନୀତି ସରଗରମ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…

୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ। ହନିଟ୍ରାପ୍‌ କୁଇନ୍‌ ଭାବେ ଜଣା ୧୪ ମାସ ପରେ ଜେଲରରୁ ମୁକୁଳିଛନ୍ତି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ମୁକୁଳିଛନ୍ତି। ତାଙ୍କୁ ଆଣିବା ପାଇଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ। ଯାହାର ଦୃଶ୍ୟ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଜଣେ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ହେଲା କାଳ। ସବ୍‌ସିଡି ମଞ୍ଜୁର ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ। ବାଙ୍କୀ କୃଷି ଅଧିକାରୀଙ୍କ ଅଫିସ୍‌ର ପୂର୍ବତନ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ। ଜେଲ୍ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର…

ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା…

ଭୁବନେଶ୍ବର: ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଦାଦାବଟି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ରାଜା ଆଚାର୍ଯ୍ୟ ୨୦୨୦ ଅକ୍ଟୋବର ମାସରେ ଗିରଫ ହେବା ପରେ ପୁଲିସ୍‌ ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ଓ…

୧୯ ବର୍ଷ ପରେ ଜେଲ୍‌ରୁ ନିର୍ଦ୍ଦୋଷରେ…

ବାରିପଦା: ଜେଲ୍‌ରେ ୧୯ ବର୍ଷର ଦଣ୍ଡ ଭୋଗିବା ପରେ ଜଣେ ବିଚାରାଧୀନ ବନ୍ଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନ୍ୟାୟାଳୟ। ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନାର ବଳରାମପୁର ବାସିନ୍ଦା ହାବେଳି ସିଦ୍ଧୁଙ୍କ ବାରିପଦା ଜିଲ୍ଲା ଦୌରା ନ୍ୟାୟଧୀଶ ଶୁକ୍ରବାର ଦିନ ନିର୍ଦ୍ଦୋଷରେ ମୁକ୍ତି ଦେଇଛନ୍ତି। ହାବେଳି ନିଜ…

ବାରଙ୍ଗ ନାବାଳିକା ଦୁ‌ଷ୍କର୍ମ ମାମଲା:…

କଟକ: ବାରଙ୍ଗ ଅଞ୍ଚଳରେ ୨୦୧୬ ମସିହାରେ ଘଟିଥିବା ୯ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କଟକ ପକ୍ସୋ ଅଦାଲତ। ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା…

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ,…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜେଲ ଗଲେ…

ମୁମ୍ବାଇ: ଜେଲ ଗଲେ ଟେଲି ଅଭିନେତା ପର୍ଲ ପୁରୀ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ଦୁଷ୍କର୍ମ ନେଇ ଅଭିନେତା ପର୍ଲ ପୁରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଗତ ଶୁକ୍ରବାର ଏକ ଅଭିଯୋଗ ହୋଇଥିଲା। ପରେ ୱାଲିଭ ଥାନା ପକ୍ଷରୁ ଘଟଣାର…

କରୋନା: ପଜିଟିଭ ଥିଲେ ଜେଲ୍‌ ମନା

ଭୁବନେଶ୍ୱର: ପୁଣି ରାଜ୍ୟରେ କାୟା ବିସ୍ତାର କରିଛି କରୋନା। ଏହାକୁ ଦୃଷ୍ଟିରେ ରଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ…

ମାସ୍କ ନ ପିନ୍ଧିଲେ ଯିବେ ଜେଲ୍

ହାଇଦ୍ରାବାଦ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଦେଶରେ ୬୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁଡ଼ିକ…