Odisha Link
Bridging the Missing Links in Odisha
Browsing Tag

jajapur

ଗଛ ପଡ଼ି ୭ବର୍ଷର ବାଳକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଅଘଟଣ ଘଟିଯାଇଛି। ବାଇକରେ ଯିବା ସମୟରେ ଗଛ ପଡ଼ି ୭ବର୍ଷର ବାଳକ ମୃତ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପ୍ରକାଶ ଯେ, ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଗଛ କଟାଯାଇଥିଲା। ଠିକ୍‌ ଏହି ସମୟରେ ଅଘଟଣ ଘଟିଯାଇଛି। ଗଛ କଟା ସମୟରେ…

କେଲୁଅ ଘାଇରେ ଭିଜିଲାନ୍ସ ଟିମ୍

ଯାଜପୁର: କେଲୁଅ ନଦୀ ରମାପୁରରେ ମନୁଷ୍ୟକୃତ ଘାଇ ଅଭିଯୋଗ ପ୍ରସଙ୍ଗ। ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ ପି ହର ନାରାୟଣ ପତିଙ୍କ ନେତୃତ୍ୟରେ ଏହି ତଦନ୍ତ ହୋଇଛି। ଘାଇ ମନୁଷ୍ୟକୃତ ବୋଲି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ…

ଟ୍ରାକ୍ଟର ଧକ୍କାରେ ମହିଳା ମୃତ

ଯାଜପୁର : ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳା ମୃତ। ଏହି ଅଘଟଣଟି ଯାଜପୁର ଜିଲ୍ଲା କୋରାଇ ଥାନା ବରୁଣ୍ଡେଇ ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପୂର୍ବକୋର୍ଟ ଗାଁର ଗୌରୀ ଆଉଲା । ସୂଚନାଯୋଗ୍ୟ ଯେ, ଗୌରୀ ପ୍ରତିଦିନ ଦିନ ବରୁଣ୍ଡେଇ ବଜାରକୁ ଭିକ୍ଷାବୃତ୍ତି କରିବାକୁ…

ଯାଜପୁରର ବିଭିନ୍ନ ବିଦ୍ୟାଳୟ ବୁଲି…

ଚଣ୍ଡିଖୋଲ: କରୋନା କାରଣରୁ ୯ ମାସ ଧରି ସମସ୍ତ ସ୍କୁଲ ବନ୍ଦ କରାଯାଇଥିଲା। ତେବେ କରୋନା କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିଛନ୍ତି। ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟେରୀ ଶ୍ରୀକାନ୍ତ ତରାଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।…

ଅପହରଣ ଘଟଣା: ୩ ଦୁର୍ବୁତ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ପୁଲିସ ଆଜି ତିନି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗନ୍ଧର୍ବ ଓଝା, ଚିତ୍ରସେନ ଓଝା, ବୁଲୁ ପ୍ରଧାନ, ଏମାନେ ସମସ୍ତେ କଟକ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାଇ ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ…

ନକଲି ଜର୍ଦ୍ଦା କାରଖାନା ଠାବ; ୩ ଗିରଫ

ଯାଜପୁର:ସୋମବାର ଯାଜପୁର ପୁଲିସ ଜିଲ୍ଲାର ଜେନାପୁର ଥାନା ମାଳହାଟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ କରିଛି ।ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ, ମାଳହାଟ ଗ୍ରାମରେ…

ପାରିବାରିକ କଳହରୁ ଭାଇକୁ ହତ୍ୟା କଲା ଭାଇ

ଚଣ୍ଡିଖୋଲ: ପାରିବାରିକ କଳହରୁ ଭାଇ ନିଜ ଭାଇକୁ ହତ୍ୟା କରିଛି । ମୃତ ଯୁବକ ଜଣକ ହେଲେ ଉତ୍ସବ ସେଠି। ଏହି ଘଟଣାଟି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳୀପୁର ଅଞ୍ଚଳରେ ଘଟିଛି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ କରି ଥିବା ବେଳେ ପୁଲିସ ଏ ହତ୍ୟାକାଣ୍ଡରେ ଉତ୍ସବଙ୍କ…

ବନ୍ୟା ସ୍ଥିତି ସୁଧୁରିଲାଣି, କିନ୍ତୁ…

ଯାଜପୁର:  ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଂଚାୟତର କଂପଗଡ଼ ଗାଁ ବନ୍ୟାରେ ବେସ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାର ବାସିନ୍ଦାଙ୍କୁ ରିଲିଫ ନମିଳିବାରୁ ସେମାନେ ପ୍ରତିବାଦ ଜଣାଇଛନ୍ତି । ସରକାର ବନ୍ୟା ପ୍ରଭାବିତ ହୋଇ ଥିବା ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦେଶ…

ପାଣି ସୁଅରୁ ଉଦ୍ଧାର ହେଲା କଅଁଳା ଶିଶୁ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ପାଣି ମୁହଁରୁ କଅଁଳ ଶିଶୁକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ବରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳର ଶଙ୍କରକୂଳ ଗାଁରୁ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଙ୍କ ସମେତ ୬ ଜଣ ଲୋକ ଏକ ଘରେ ଫସି ରହିଥିଲେ। ଖବର ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ…

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର : ଯାଜପୁର ସ୍ଥିତ ବୈରି ଥାନା ବିଦ୍ୟାଧରପୁର ଗାଁରେ ପୋଲିସର ଆଜି ଜର୍ଦ୍ଦା କାରଖାନାରେ ଉପରେ ଚଢ଼ାଉ କରିଛି । ଏସଡ଼ିପିଓ ଚିନ୍ମୟ ନାୟକ ଙ୍କ ନେତୃତ୍ବରେ ଏହି ଚଢ଼ାଉଟି ହୋଇଥିଲା । ଏହି କାରଖାନାରେ ନାମୀଦାମୀ ବହୁ କମ୍ପାନୀର ଲୋଗ ଥିବା ପ୍ୟାକେଟ ବିପୁଳ ମାତ୍ରାରେ ଜବତ ହୋଇଛି । ଏହି ସମୟରେ ଏହି…