Odisha Link
Bridging the Missing Links in Odisha
Browsing Tag

Jammu And Kashmir

କାଶ୍ମୀର ଗସ୍ତରେ ମହାମହିମ, ସ୍ବାଗତ କଲେ…

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କାଶ୍ମୀର ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଶ୍ମୀରରେ ପହଂଚିବା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ବାଗତ କରିଛନ୍ତି। ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ବିଭିନ୍ନ…

ଲେହରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଭୂମିକମ୍ପ ଝଟକ।। ଜମ୍ମୁ କଶ୍ମୀରର ଲେହରେ ଭୂମିକମ୍ପ ଝଟକା ଅନୁଭୂତ। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ଥିବା ଜଣା ପଡ଼ିଛି। ଭୂମିକମ୍ପର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ୍‌ ଉତ୍ତର ଚୀନ୍‌ ବୋଲି ଜଣାପଡ଼ିଛି। ଆଜି ସକାଳ ୭ଟା ୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଗଣମାଧ୍ୟମରେ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ…

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର। ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଦୁଇ ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଚାରିଜଣ ଯବାନ ଆହତ ହୋଇଥିବାର ଜଣାପଡିଛି।…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ,…

କାଶ୍ମୀର : ସୁରକ୍ଷାକର୍ମୀଙ୍କ ଜଣେ ଆତଙ୍କବାଦୀ ନିହତ ଓ ଜଣେ ଯବାନ୍ ସହିଦ ହୋଇଛନ୍ତି। ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ହତିୟାର ଏମ-୪ କାର୍ବୋଇନ ରାଇଫଲ ଷ୍ଟିଲ୍ ବୁଲେଟ୍ ଜବତ ହୋଇଛି । ସୋପିଆର ବଙ୍ଗମ କ୍ଷେତ୍ରରେ ବିଳମ୍ୱିତ…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ। ଏନେଇ କାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବାର ସୂଚନା ମିଳିଛି ଫଳରେ…

ଜାମ୍ମୁ: ୨ ଆତଙ୍କବାଦୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ଇମାମ ସାହିର କନିଗାମ୍‌ ଗାଁରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଶନିବାର ମଧ୍ୟାହ୍ନ ସୁଦ୍ଧା ଜାରି ରହିଥିବା ଖବର…

ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁ…

ଶ୍ରୀନଗର: ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ ଯବାନ ଓ ଆଉ ଜଣେ ନାଗରିକ ଆହାତ ହୋଇଛନ୍ତି। ଆତଙ୍କବାଦୀ ମାନେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଲିସ ଓ ସିଆରପିଏଫର ମିଳିତ ଟିମ୍ ଉପରେ ଆକ୍ରମଣ କରିଥିଲେ। ଆହତଙ୍କୁ ଉପଚାର ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ଦେଇଛି। ଶୋପିଆନର କୁଟପୋରା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଖବର ପାଇ ସିଆରପିଏଫର ଏକ ଦଳ, ପୁଲିସ ଉକ୍ତ ଅଞ୍ଚଳରେ ତଲାସି ଆରମ୍ଭ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ସମବୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି…

ଏନକାଉଣ୍ଟର ୨ ଆତଙ୍କବାଦୀ ନିହତ

ଅନନ୍ତନାଗ: ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଲସ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସିରହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଗତକାଲି ସନ୍ଧ୍ୟାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ…