Odisha Link
Bridging the Missing Links in Odisha
Browsing Tag

Jammu_Kashmir

ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ ଗିରଫ। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ୭ଜଣ ସହଯୋଗୀ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ଜମ୍ମୁ ଓ କଶ୍ମୀର ପୁଲିସ ଏନେଇ ସୂଚନା ଦେଇଛି। ୭ଜଣ ଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌…

ଜାମ୍ମୁ-କାଶ୍ମୀରରୁ ୪ ଆତଙ୍କୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ୪ ଆତଙ୍କବାଦୀ ଗିରଫ। ସେନା ପକ୍ଷରୁ ଅବନ୍ତୀପୋରା ଜିଲ୍ଲାରେରେ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। ସମସ୍ତ ଆତଙ୍କବାଦୀ ଅଲ-ବଦର ସଂଗଠନର ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କ ଗିରଫଦାରି ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ…

ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କ୍ରୟ…

ଜମ୍ମୁ-କାଶ୍ମୀର: ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ। ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ…

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ;…

ଜାମ୍ମୁ: ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ…

ଆତଙ୍କବାଦୀ ଆକ୍ରମଣ : ୨ଯବାନ,ଜଣେ…

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ସୋମବାର ବାରାମୂଳା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ପୋଲିସ୍ ଅଫିସର ଏବଂ ୨ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀ…

କାଶ୍ମୀରରୁ ଆଇଏସଆଇ ଏଜେଣ୍ଟ ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରାଯାଇଛି। ଯୁବକଟିର…

କଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ୍

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋସିଆଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅଗଷ୍ଟ ୫ରୁ ସୋସିଆଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ। କିନ୍ତୁ ୩ଜି କିମ୍ବା ୪ଜି ଇଣ୍ଟରନେଟ ସେବା ନୁହେଁ…

ଜମ୍ମୁ ଓ କଶ୍ମୀର ପାଇଁ ୮୦, ୦୦୦ କୋଟିର…

ଜମ୍ମୁ: ଜମ୍ମୁ ଓ କଶ୍ମୀର ବିକାଶ ପାଇଁ କେନ୍ଦ୍ର ସରକାର ୮୦, ୦୦୦ କୋଟିର ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି। ଗରକାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏ କଥା ଘୋଷଣା କରିଛି। ଏହା ଫଳରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଦ୍ରୁତ ଉନ୍ନତି ହେବା ସହ ହଜାର ହଜାର…

ପୁଲଓ୍ବାମାରେ ଗୁଳିକାଣ୍ଡ ୩ ଆତଙ୍କୀ ମୃତ

ଜାମ୍ମୁ-କାଶ୍ମୀର: ଆଜି ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି ସକାଳୁ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଟିମ୍‍ ୱାଚିରେ ଆତଙ୍କବାଦୀ…

ଇଣ୍ଟରନେଟ୍‌ ସେବାରେ ଲଗାତାର କଟକଣା…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେବା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ…