Odisha Link
Bridging the Missing Links in Odisha
Browsing Tag

January

ନୂଆବର୍ଷରୁ ଫ୍ୟାସ୍‌ଟ୍ୟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଗାଡି ମାଲିକମାନଙ୍କ ପାଇଁ ବିଶେଷ ସୂଚନା। ଯଦି ଆପଣ ଗାଡିରେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ତେବେ ତୁରନ୍ତ ଫାସଟ୍ୟାଗ୍ ଲଗାଇ ନିଅନ୍ତୁ। କାରଣ ନୂଆବର୍ଷରୁ ଦେଶର ସବୁ ଟୋଲ ପ୍ଲାଜରେ ନଗଦ ଟଙ୍କା କାରବାର ବନ୍ଦ ହେବ। ଫାସଟ୍ୟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏଥିସହ ଟୋଲ ପ୍ଲାଜାରେ ନଗଦ…

ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି ୭.୫୯%…

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ ଆଧାରରେ ଆକଳନ କରାଯାଉଥିବା ଖୁଚୁରା ମୁଦ୍ରାସ୍ପୀତି ଜାନୁଆରୀ ମାସରେ ୭.୫୯% ପହଞ୍ଚିଛି। ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ପୀତି। ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟେଲିକମ୍‌ ଟାରିଫ୍‌ ବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବୃଦ୍ଧି ହୋଇଥିବା…

ଜାନୁଆରୀ ୩୧ରୁ ଏବିଭିପିର ରାଜ୍ୟ ଅଧିବେଶନ

କଟକ : ଭାରତର ସର୍ବବୃହତ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶା ରାଜ୍ୟର ୪୪ ତମ ରାଜ୍ୟ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖ ରେ ଆରମ୍ଭ ହେବ । ଜାନୁଆରୀ ୩୧ ,ଫେବ୍ରୁଆରୀ ୧ ଏବଂ ଫେବ୍ରୁଆରୀ ୨ ତିନି ଦିନ ଧରି କଟକ ସ୍ଥିତ ବସୁନ୍ଧରା ପଡିଆ ଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଅଛି।…