Odisha Link
Bridging the Missing Links in Odisha
Browsing Tag

Jasprit Bumrah

୧୦ ମାସ ପରେ ଦଳକୁ ଫେରିଲେ, ଆୟର୍ଲାଣ୍ଡ…

ଓଏଲ୍‌ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ। ୧୦ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତି ବୁମରା। ଏଥିସହିତ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ। ସବୁଠୁ ବଡ଼ କଥା ଦଳର ପ୍ରମୁଖ ଖେଳାଳିଙ୍କୁ ଏହି…

ଆଇପିଏଲ ଖେଳିବେନି ଯଶପ୍ରୀତ ବୁମ୍ରା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୬ ତମ ସଂସ୍କରଣର ଟ୍ରଫି ହାତେଇବା ପାଇଁ ସମସ୍ତ ୧୦ଟି ଯାକ ଦଳ କରୁଛନ୍ତି ଜୋରଦାର ଅଭ୍ୟାସ। ଏସବୁ ମଧ୍ୟରେ ୫ଥର ଆଇପିଏଲ୍‌ ବିଜେତା…

ବିସିସିଆଇର ୟୁ-ଟର୍ଣ୍ଣ ! ଶ୍ରୀଲଙ୍କା…

ଓଏଲ୍‌ ବ୍ୟୁରୋ : ଭାରତୀୟ କ୍ରିକେଟ ବୋର୍ଡର ୟୁଟର୍ଣ୍ଣ। ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଯଶପ୍ରୀତ୍‌ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା। ହେଲେ ସିରିଜର ଦିନକ ପୂର୍ବରୁ ଆହତ ସମସ୍ୟା କାରଣରୁ ପୁଣିଥରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିବା ଜାତୀୟ…

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ…

ବିରାଟ ଖସିଲେ, ବୁମରାହ ଉଠିଲେ

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ଆଇସିସି ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା। ଇଂଲଣ୍ଡ ଟିମର ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ…

ଆଜି ବାହା ହେବେ ବୁମରା! ବିବାହ ଉତ୍ସବରେ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମରାଙ୍କ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଜବନିକା ପଡ଼ିବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୀ ଆଜି ଗୋଆରେ ବୁମରା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ ହେବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଦୁଇ ଜଣଙ୍କ…

ଗୋଆରେ ବିବାହ କରିବେ ବୁମରା, କାହା ହାତ…

ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମରା। ହେଲେ ବୁମରା କାହା ହାତ ଧରିବେ ସେ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ଗୋଆରେ ମାର୍ଚ୍ଚ…

ଟିମ୍‌ ଇଣ୍ଡିଆକୁ ଅଷ୍ଟମ ଝଟକା,…

ସିଡନୀ: ଜାନୁଆରୀ ୧୫ ତାରିଖରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଉଭୟ ଭାରତ-ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିବା ବେଳେ ସିଡନୀ ଟେଷ୍ଟ ମ୍ୟାଚ୍‌ ଡ୍ରରେ ସମାପ୍ତ ହୋଇଛି। ଯାହାଫଳରେ ସିରିଜର ନିର୍ଣ୍ଣାୟକ ମୁକାବିଲା ହେବାକୁ ଯାଉଛି ବ୍ରିସ୍‌ବେନ୍‌ ଟେଷ୍ଟ। ଏହାପୂର୍ବରୁ…

ପ୍ରକାଶ ପାଇଲା ଆଇସିସି ଦିନିକିଆ…

ଦୁବାଇ: ପ୍ରକାଶ ପାଇଲଲା ୨୦୨୦ର ପ୍ରଥମ ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ। ପ୍ରକାଶ ତାଲିକାରେ ଟିମ୍‌ ଇଣ୍ଡିଆର ଦବଦବା ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ଡେପୁଟି ରୋହିତ୍ ଶର୍ମା ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ତାଲିକାରେ ଶୀର୍ଷ ଦୁଇଟି ସ୍ଥାନ ଦଖଲ…

IND vs WI: ୫୦ ଟେଷ୍ବ ଓ୍ବିକେଟ କ୍ଲବରେ…

ଆଣ୍ଟିଗୁଆ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁର୍ମାଙ୍କୁ ଆଉ ଏକ ସଫଳତା। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶପ୍ରିତ ବୁମ୍ରା ଟେଷ୍ଟ କ୍ରିକେଟରେ ନିଜର ୫୦ ତମ ଓ୍ବିକେଟ ନେଇଥିଲେ। ପ୍ରଥମ ପାଳିରେ ବୁମ୍‌ରା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଡାରେନ୍‌ ବ୍ରାଭୋଙ୍କୁ ଆଉଟ୍‌ କରି ବୁମ୍‌ରା…