Odisha Link
Bridging the Missing Links in Odisha
Browsing Tag

Jayanarayan Mishra

ନବ ଦାସଙ୍କ ହତ୍ୟାକାଣ୍ଡରେ ବଡ଼ଲୋକଙ୍କ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ନେତା ଗୃହରେ ନିଜର ବିବୃତି ରଖୁଛନ୍ତି। ତେବେ ଆଜି ଗୃହରେ ପୁଣି ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରତିବାଦ କରିଥିଲେ। ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିରୋଧି ଦଳ ନେତା ଜୟ…

‘ଖଣି ଅଞ୍ଚଳ ହୋଇଥିବାରୁ ପାର୍ଟି…

ଓଏଲ୍‌ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା…

‘ନବ ଦାସଙ୍କ ହତ୍ୟା ପଛରେ ବହୁତ…

ଓଏଲ୍‌ ବ୍ୟୁରୋ : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୦ ଦିନ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା…

‘ଯଦି ମୁଁ ଅପରାଧୀ ତେବେ ମୋ ନାମରେ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ବଜେଟ ଅଧିବେଶନ। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ମନ୍ତବ୍ୟ ଦେଇଛନ୍ତି। ବିଧାନସଭାରେ ମନ୍ତବ୍ୟ ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି। ତେଣୁ ମୁଁ ବିଧାନସଭା ରେ ଏହା କହିବା…

‘ନବ ଦାସ ହତ୍ୟା ଘଟଣାର ୨୪ ଦିନ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି…

‘୫ଟି ସଚିବ ଏବଂ ଯାଜପୁର…

ଓଏଲ୍‌ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଥିଲା। ବିଜେପି କକ୍ଷତ୍ୟାଗ କରିଥିବା ଜଣା ପଡିଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ ପରେ ବିଧାନସଭା କକ୍ଷ…

ମୁଁ କ୍ଷମା ମାଗିବି ନା ଓଡ଼ିଶା ସରକାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରର ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜଣେ ପୁଲିସ କର୍ମଚାରୀ ମୋତେ ଖରାପ ବ୍ୟବହାର ଦେଖାଇଲେ। ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ…

‘ଅରୂପ ପଟ୍ଟନାୟକ ଯେଉଁଠିକି କହିବେ…

ଓଏଲ୍‌ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ…

ବିବାଦରେ ଜୟନାରାୟଣ ମିଶ୍ର : ବହିଷ୍କାର…

ଓଏଲ୍‌ ବ୍ୟୁରୋ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଆରମ୍ଭ ହୋଇଛି। ଗତକାଲି ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା।ତେବେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ…

ପୁଣିଥରେ ବିବାଦରେ ଜୟନାରାୟଣ ମିଶ୍ର

ଓଏଲ୍‌ ବ୍ୟୁରୋ : ଆଉ ଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଛି ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣ ମିଶ୍ର। ସୂଚନା ଅନୁସାରେ, ବିଜେପି ଆଇନ ଶୃଙ୍ଖଳା…