Odisha Link
Bridging the Missing Links in Odisha
Browsing Tag

JAYANARAYANA MISHRA

୫-ଟି ଗୋଟେ ଡୁପ୍ଲିକେଟ ଡିପାର୍ଟମେଣ୍ଟ:…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ବନ୍ଦ ହୋଇଛି ବିଧାନସଭା ବଜେଟ ଅଧିବେଶନ। ୪ଟି କାର୍ଯ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆଜି ଅଚାନକ…

‘ଡ୍ରପଆଉଟ ରେସିଓରେ ଭାରତରେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳୀୟ କର୍ମୀମାନେ ମୁହାଁମୁହିଁ ହେଉଥିବା ଜଣା ପଡୁଛି। ତେବେ ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ରହିବାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଡ୍ରପଆଉଟ ରେସିଓରେ…