Odisha Link
Bridging the Missing Links in Odisha
Browsing Tag

JNU

ରାମନବମୀରେ ଆମିଷ ଭୋଜି, ଜେଏନ୍‌ୟୁରେ…

ବ୍ୟୁରୋ: ଦିଲ୍ଲୀର ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ପରିସରରେ ରାମନବମୀ ଅବସରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆମିଷ ଭୋଜିକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବାମ ଛାତ୍ର ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।…

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ହାଇକୋର୍ଟ…

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜେଏନୟୁ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥିତିରେ ପୁରୁଣା ଫି’ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଳମ୍ବରେ…

ଜେଏନୟୁ ହିଂସା: ହ୍ୱାଟସଆପ ଗ୍ରୁପ୍‌…

ନୂଆଦିଲ୍ଲୀ: ଜାନୁଆରୀ ୫ରେ ମୁଖାପିନ୍ଧା ୫୦ରୁ ଅଧିକ ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ଜେଏନୟୁଏସୟୁ ସଭାପତି ଆଈଶୀ ଘୋଷଙ୍କ ସମେତ ୩୪ ଜଣ ଆହତ ହୋଇଥିଲେ। ଜେଏନୟୁ ଏସୟୁ ଏଥିପାଇଁ ଏବିଭିପି ଛାତ୍ର ସଂଗଠନକୁ ଦାୟୀ କରିଥିବା ବେଳେ…

ଦୀପିକାଙ୍କୁ ପରାମର୍ଶ ଦେଲେ ବାବା…

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ର ହିଂସାକାଣ୍ଡକୁ ନେଇ ଚର୍ଚ୍ଚା ଥମିବାର ନାହିଁ। ସେହିଭଳି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ମଧ୍ୟ ଥମିବାର ନା ନେଉ ନାହିଁ। ସୂଚନାଥାଉକି ଜେଏନୟୁରେ ଘଟିଥିବା ହିଂସାକାଣ୍ଡ ପରେ ଦୀପିକା ପାଦୁକୋନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭରେ ସାମିଲ…

ଜେଏନୟୁ ହିଂସା ପ୍ରସଙ୍ଗ: ପୁଲିସ୍‌, ଗୁଗଲ…

ନୂଆଦିଲ୍ଲୀ: ଆଜି ଜେଏନୟୁ ହିଂସାକାଣ୍ଡ ଉପରେ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜେଏନୟୁ ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରି ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଜେଏନୟୁର ୩ ଜଣ ପ୍ରଫେସର ଏନେଇ ଆବେଦନ…

ଜେଏନୟୁରେ ଆରମ୍ଭ ହେଲା ପାଠପଢ଼ା

ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଜେଏନୟୁ ରେ ପାଠପଢ଼ା ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀମାନେ ୟୁନିଭର୍ସିଟିର ଫି ବୃଦ୍ଧି କରାଯାଥିବାରୁ ଏହାର ପ୍ରତାୟାହାର ଓ ଅନ୍ୟାନ୍ୟ ଦାବିକୁ ନେଇ ଅଡିଟୋରିୟମ ବାହାରେ ଧାରଣା ଦେଇଥିଲେ । ପୂର୍ବରୁ ଜେଏନ୍‌ୟୁର ଗୋଟିକିଆ ରୁମ ପାଇଁ ୨୦ ଟଙ୍କା ଫି’ ଆଦାୟ କରାଯାଉଥିବା ବେଳେ…

ଜେଏନୟୁ ହିଂସା: ପୁଲିସ୍‌ ଏଫଆଇଆରରେ…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଏଫଆଇଆରରେ ଆୟୁଶିଙ୍କ ନାମ ଆସିବା ପରେ ସେ କହିଛନ୍ତି ଯେ, ମୋ ପାଖରେ ବି ପ୍ରମାଣ ଅଛି। ପୁଲିସ୍‌ ଏଫଆଇଆରରେ ନାମ ଆସିଲେ କେହି ଦୋଷୀ ହୁଅନ୍ତି ନାହିଁ ବୋଲି କହିଛନ୍ତି ଆଇଶି।…

ଜେଏନୟୁ ହିଂସା: ଫଟୋ ଜାରି କଲା ପୁଲିସ୍,…

ନୂଆଦିଲ୍ଲୀ: ଜେଏନୟୁ ହିଂସା ମାମଲାରେ ଦିଲ୍ଲୀ ପୁଲିସର ସାମ୍ବାଦିକ ସମ୍ମିଳନୀ। ଦିଲ୍ଲୀ ପୁଲିସ୍‌ ମୁଖପାତ୍ର ଏମ୍‌ଏସ୍‌ରନ୍ଧଓ୍ବା କହିଛନ୍ତି ଯେ, ଘଟଣାକୁ ନେଇ ବିଭିନ୍ନ ପ୍ରକାର ଭୁଲ ସୂଚନା ପ୍ରଚାର କରାଯାଉଛି। ଜାନୁଆରୀ ୧ରୁ ୫ ଯାଏଁ ଜେଏନୟୁରେ ରେଜିଷ୍ଟ୍ରେସନ ଯୋଜନା ଥିଲା। ଏହାକୁ ନେଇ ୪ଛାତ୍ର ସଂଗଠନ…

ଦୀପିକାଙ୍କୁ ଟାର୍ଗେଟ କଲେ ସ୍ମୃତି,…

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁଗୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ କରିବା ଘଟଣା ଦିନକୁ ଦିନ ଘନଉଛି। କିଛି ଦିନ ତଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ଦୀପିକାଙ୍କୁ ବିରୋଧ କରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ଜେଏନୟୁ ହିଂସାରେ ଗୃହମନ୍ତ୍ରୀ ଅମିତ ଶାହ…

ନୂଆଦିଲ୍ଲୀ: ଜବହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଗତ ୫ ତାରିଖରେ ହିଂସାକାଣ୍ଡ ଦେଖିବାକୁ ମଳିଥିଲା। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଏହି ହିଂସା କାଣ୍ଡରେ ସାମିଲ ଥିବା ଅଭିଯୋଗ କରିଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ,…