Odisha Link
Bridging the Missing Links in Odisha
Browsing Tag

Job

କନେଷ୍ଟବଳ ଆଶାୟୀଙ୍କ ପାଇଁ ଖୁସି ଖବର,…

ଓଏଲ୍‌ ବ୍ୟୁରୋ: କନେଷ୍ଟବଳ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କାରଣ ହାଇକୋର୍ଟ ଆଜି ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ହାଇକୋର୍ଟ। ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ…

ବଡ଼ ବଡ଼ କମ୍ପାନୀ କରୁଛନ୍ତି ଖର୍ଚ୍ଚ କାଟ,…

ଓଏଲ୍‌ ବ୍ୟୁରୋ: ବିଶ୍ବର ବଡ଼ ବଡ଼ କମ୍ପାନୀ ଗୁଡ଼ିକରେ ଚାଲିଛି ଛଟେଇ ପ୍ରକ୍ରିୟା। ଟ୍ବିଟର, ଆମାଜନ, ଗୁଗୁଲ, ଇଣ୍ଟେଲ ଭଳି ବଡ଼ ସଂସ୍ଥା ବଡ଼ ଧରଣର ଛଟେଇ କରିଛନ୍ତି । ଏବେ ଏହି କ୍ରମରେ ସାମିଲ୍‌ ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟ୍‌। ମୋଟ କର୍ମଚାରୀଙ୍କ ମଧ୍ୟରୁ ୫ ପ୍ରତିଶତ କର୍ମଚାରୀ ଚାକିରି…

ବିଶ୍ବରେ ଚାଲିଛି ଛଟେଇ ଋତୁ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଚାଲିଛି ଛଟେଇ ଋତୁ। ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ କରୁଛନ୍ତି ଛଟେଇ। ଟ୍ବିଟର୍‌ ଓ ମେଟା ପରେ ଏବେ ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି…

ଶିକ୍ଷକ ନିଯୁକ୍ତିରେ ରେକର୍ଡ: ଆଉ ୧୧,୪୦୩…

ଭୁବନେଶ୍ବର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ…

ଟିକା ନେଇ ନଥିଲେ ଚାକିରିରୁ ବିଦା !

ନୂଆଦିଲ୍ଲୀ: ଏଣିକି ଟିକା ନନେଲେ ହେବେ ଚାକିରିରୁ ବିଦା। ଏପରିକି କରୋନା ଟିକା ନେବାକୁ ବାଧ୍ୟତାମୂଳକ କରିଛି ଆଲ୍ଫାବେଟ୍‌ ଆଇଏନସି ଗୁଗୁଲ । ଯେଉଁ କର୍ମଚାରୀମାନେ କରୋନା ଟିକାର ଡୋଜ୍ ନେଇ ନଥିବେ, ସେମାନଙ୍କର ଦରମା କାଟ କରିବା ସହ ଗୁଗୁଲ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।…

୪୭୭ ପୁଲିସ SI ପଦବି ପାଇଁ ୧,୩୨,୪୯୬…

କଟକ: ରାଜ୍ୟ ପୁଲିସରେ ସବ୍‌ ଇନ୍‌ସପେକ୍ଟର (ଏସ୍‌ଆଇ) ପଦବିରେ ନିଯୁକ୍ତି ପାଇଁ ଆବେଦନର ଅବଧି ଶେଷ ହୋଇଛି । ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ତାରିଖ । ଆବେଦନ ଶେଷ ମଧ୍ୟରେ ମୋଟ୍‌ ୧ ଲକ୍ଷ ୩୨ ହଜାର ୪୯୬ ଜଣ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଫି’ ପୈଠ କରି ଆବେଦନ କରିଛନ୍ତି । ଏହାଛଡ଼ା ଅନ୍ୟ କିଛି…

ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ, ପ୍ରଥମ…

କଟକ: କରୋନା କାଳରେ ଯବୁଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୁଲିସରେ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ଓ ସିଗନାଲ୍ ସର୍ଭିସରେ କନଷ୍ଟେବଳ (ଯୋଗାଯୋଗ)ରେ ୨୪୪ ଟି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ…

ଚାକିରି ଉପରେ କରୋନା ମାଡ଼, ବୃଦ୍ଧି ପାଉଛି…

ନୂଆଦିଲ୍ଲୀ: କରୋନା କରାଳ ରୂପରେ ସାରା ଦେଶ। କରୋନାର ଦ୍ବିତୀୟ ଲହରରେ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି କିଛି ରଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ମାନେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲାଗୁ କରିଛନ୍ତି। ଏସବୁ…

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା, ଅଧିକ…

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ କର୍ମଚାରୀଙ୍କ ଗ୍ରାଚ୍ୟୁଟି ଏବଂ ପିଏଫରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିଛନ୍ତି। ଏଣିକି ଅଧିକ କାମ କଲେ ମିଳିବ ଅଧିକ ଦରମା। ଏହାବ୍ୟତୀତ ଓଭରଟାଇମ କାମ କରୁଥିବା କର୍ମଚାରୀମାନଙ୍କୁ ବି ଦରମା ପ୍ରଦାନ…

ଲକ୍‌ଡାଉନ୍‌ : ବଢ଼ୁଛି ଯୁବ ବେକାରଙ୍କ…

୬ ଜଣରେ ଜଣେ ବେକାର: ଆଇଏଲ୍‌ଓ ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ ଚିନ୍ତାରେ ପକାଇଛି। କରୋନା ଭାଇରସ୍‌ ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ହେଲେ ସବୁଠୁ ବଡ଼ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ମିିଳିଛି। କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ବ୍ୟାପକ…