Odisha Link
Bridging the Missing Links in Odisha
Browsing Tag

join

ବିଜେପିରେ ଯୋଗ ଦେଲେ ‘ରାମ’

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ। ଆଜି ନୂଆଦିଲ୍ଲୀଠାରେ ଥିବା ବିଜେପି କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଲୋକପ୍ରିୟ ଅଭିନେତା ଅରୁଣ…

ଆସନ୍ତାକାଲି ଶିବସେନାରେ ଯୋଗଦେବେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶିବସେନାରେ ଯୋଗଦେବେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ହର୍ଷଲ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉର୍ମିଳା…

ଜେଡିୟୁରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ପାଟଣା : ବିହାରର ଶାସକ ଦଳ ଜେଡିୟୁରେ ମିଶିଲେ ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ଜେଡିୟୁରେ ସାମିଲ ହେବା ସହ ରାଜନୀତିରେ ପାଦ ଥାପିଛନ୍ତି। ଜେଡିୟୁରେ ସାମିଲ ହେବା ପରେ ଚଳିତ ବିଧାନସଭା ନିର୍ବାଚନରେ ବି ସେ ପ୍ରାର୍ଥୀ…

ଆଜି ଜେଡିୟୁରେ ଯୋଗ ଦେବେ ଗୁପ୍ତେଶ୍ଵର…

ପାଟନା: ସ୍ଵେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହେବେ। ସେ ସନ୍ଧ୍ୟା ୫ଟାରେ ପାଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବେ। ଅବସର ନେବା ପରେ ଗୁପ୍ତେଶ୍ଵର ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା ଏବଂ ଆଜି…

ବିଜେପିରେ ଯୋଗ ଦେଲେ ତିର୍ତ୍ତୋଲର ବରିଷ୍ଠ…

ଭୁବନେଶ୍ବର: ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଗତକାଲି କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜକିଶୋର ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନେଇ ସେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଓଡ଼ିଶା…