Odisha Link
Bridging the Missing Links in Odisha
Browsing Tag

Jyotiraditya Scindia

ଏଣିକି ମୁହଁ ଦେଖାଇଲେ ଏୟାରପୋର୍ଟରେ…

ଓଏଲ୍‌ ବ୍ୟୁରୋ: ବିମାନବନ୍ଦରରେ ଭିଡ଼ ନିୟନ୍ତ୍ରଣ ପାଇଁ ଭାରତ ସରକାର ନେଇଛନ୍ତି ଏକ ଅଭିନବ ପଦକ୍ଷେପ। ସହଜ ଓ ସୁବିଧାରେ ବିମାନଯାତ୍ରା ସୁନିଶ୍ଚିତ କରିିବା ପାଇଁ ଡିସେମ୍ବର ୧ ତାରିଖରୁ ଦେଶରେ ଆରମ୍ଭ ହୋଇଛି 'ଡିଜି ଯାତ୍ରା'। ବିମାନଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମେ ଦେଶର ୩ ବିମାନବନ୍ଦର ଦିଲ୍ଲୀ,…

ନିର୍ବାଚନ ପ୍ରଚାର ବେଳେ ବାଉଳା ହେଲେ…

ଭୋପାଲ: ଉପ ନିର୍ବାଚନ ପ୍ରଚାର ବେଳେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାଉଳା ହୋଇଯାଇଛନ୍ତି। ମଧ୍ୟ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇ ସିନ୍ଧିଆ ହାତ ଚିହ୍ନରେ ବଟନ ଚାପି କଂଗ୍ରେସକୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଦେଲେ। ତୁରନ୍ତ ସେ ନିଜ ଭୁଲ ଜାଣିପାରିଲେ ଓ…

ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ…

ନୂଆଦିଲ୍ଲୀ: ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାତା ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖରବ ଅନୁଯାୟୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ…

ଇସ୍ତଫା ଦେଲେ କମଲନାଥ, ଶିବରାଜ ଓ…

ଭୋପାଳ: ମଧ୍ୟପ୍ରଦେଶର ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ। ୧୭ ଦିନର ରାଜନୈତିକ ନାଟକ ପରେ ଇସ୍ତଫା ଦେଲେ କମଲନାଥ। କଂଗ୍ରେସ ସରକାର ଭାଙ୍ଗିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଜନତାଙ୍କ ବିଜୟ…

ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ…

ନୂଆଦିଲ୍ଲୀ: କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କକୁ କାଟିି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସିନ୍ଧିଆଙ୍କ ବନ୍ଧୁ ତଥା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ ବୋଲି ରାହୁଲ କହିଛନ୍ତି। ରାହୁଲ ଗଣମାଧ୍ୟମକୁ କହିଛନ୍ତି,…

ସିନ୍ଧିଆଙ୍କୁ ବିଜେପି ସୁରକ୍ଷିତ ରଖୁ:…

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…

ସିନ୍ଧିଆ-ଶାହ ସାକ୍ଷାତକାର, ଶାହ କହିଲେ..

ନୂଆଦିଲ୍ଲୀ: ୧୮ ବର୍ଷର ସମ୍ପର୍କ ଭାଙ୍ଗି ବିଜେପିରେ ଗତକାଲି ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏଥିପାଇଁ ମଧ୍ୟପ୍ରଦେଶରୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେପିର ସବୁ ନେତା ଖୁସି ଅଛନ୍ତି। ଦଳର ସମସ୍ତ ନେତା ତାଙ୍କୁ ସ୍ୱାଗତ କରିଛନ୍ତି। ଏଥିସହିତ ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ…

ରାଜ୍ୟସଭା: ସିନ୍ଧିଆଙ୍କୁ ଟିକେଟ ଦେଲା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଘଣ୍ଟାଏ ନପୂରୁଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁରସ୍କାର ଦେଲା ବିଜେପି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ…

ପରିବାରକୁ ଫେରିଲେ ସିନ୍ଧିଆ: ଜେ.ପି…

ନୂଆଦିଲ୍ଲୀ: ଆଜି ହାତ ଛାଡ଼ି ପଦ୍ମରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦୀର୍ଘ ୧୮ ବର୍ଷର ସମ୍ପର୍କକୁ କାଟି ଆଜି ବିଜେପିରେ ସାମିଲ ହେଲେ ଶ୍ରୀ ସିନ୍ଧିଆ। ବିଜେପି ମୁଖ୍ୟ କାର୍ଯ୍ୟାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାଥମିକ ସଦସ୍ୟତା ପ୍ରଦାନ…

ବର୍ତ୍ତମାନର କଂଗ୍ରେସ ଆଉ ପୂର୍ବ ଭଳି…

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ସାମିଲ ହେଲା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏବର କଂଗ୍ରେସ ଆଉ ପୂର୍ବ ଭଳି ନାହିଁ। ବିଜେପିର…