Odisha Link
Bridging the Missing Links in Odisha
Browsing Tag

Kalahandi

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ…

ଓଏଲ୍‌ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ଭେଟି ଦେବେ ନବୀନ।ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ।…

ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ…

କଳାହାଣ୍ଡି : କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ଲାଲବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚକୁଲ ଗ୍ରାମର ଲାଲବତି ମାଝୀ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହିତ…

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ…

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ ଯାଉଥିବା ବେଳେ ଜୁନାଗଡ଼ ବଳଦିଆମାଲ ନିକଟରୁ ଟ୍ରକ୍ ଜବତ ହୋଇଥିଲା । ଯାଞ୍ଚ ବେଳେ ୨୪ ଲକ୍ଷ…

ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: ବିପୁଳ ପରିମାଣର ଗଞ୍ଜେଇ ଜବତ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରୁ ଜବତ ହୋଇଛି। ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରେ ଚେକିଂ ଚାଲିଥିଲା। ତେବେ ଫରେଷ୍ଟ ଅଧିକାରୀଙ୍କୁ ଦେଖି ଏକ ପିକଅପ ଭ୍ୟାନ୍‌ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର…

୪ ଥର ବିବାହ କରି ଧରାପଡ଼ିଲେ ମିଛ କନିଆ

କଳାହାଣ୍ଡି: ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଥିଲା ବାହାଘର ଆଉ ଭୋଜି ଭାତର ଆସର। ହେଲେ ସମସ୍ତଙ୍କୁ ଅଗୋଚର ଥିଲା ଏହା ପରର ପରିଣତି। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସତସତିକା କିନିଆ ସାଜି ଧୋକା ଦେଉଥିଲା କନିଆ। ଥରେ କି ଦୁଇ ଥର ନୁହେଁ ୪ ଥର ବିବାହ କରି ଧରାପଡ଼ିଛି ମିଛ କନିଆ। ଏହି ଘଟଣାରେ କନିଆକୁ…

ନକଲି ମାଓବାଦୀ ଗିରଫ

କଳାହାଣ୍ଡି : ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଗିରଫ। ମଦନପୁର ରାମପୁର ପୁଲିସ ଜଣକୁ ଗିରଫ ଦୁଇ ନାବାଳକକୁ ଅଟକ ରଖିଛି। ମଦ ବ୍ୟବସାୟକୁ ବିରୋଧ କରି ୨୦ ହଜାର ଟଙ୍କା ଦାବି କରିଥିଲେ । ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଦେଇ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପୈଠ ନ ହେଲେ ମୃତ୍ୟୁ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ। ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ। ପ୍ରକାଶ ଯେ, ଛେଳି ପାଇଁ ଡାଳ…

ଲଟେରୀ ଲୋଭ ଦେଖାଇ ଲୁଟ୍

କଳାହାଣ୍ଡି : ଉତ୍ତରପ୍ରଦେଶ ହମିରପୁରରୁ ଅନଲାଇନ୍‌ ଠକେଇ ଅଭିଯୋଗ। ପୁଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଅଭିଳାଷ ସିଂହ, ପରବେଜ ଅହମ୍ମଦ, ଓ୍ୱହିଦ ଖାନ୍‌, ଶାହାରୁଖ ଖାନ୍‌, ଜୁନେଦ ଅହମ୍ମଦ । ସେମାନଙ୍କ ନିକଟରୁ ମୋଟ ୫୨ହଜାର ୩୮୮ଟଙ୍କା , ୧୦ଟି ମୋବାଇଲ ଜବତ କରିଛି ପୁଲିସ ।…

ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି:…

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତରେ ଯାଇ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳପୁର ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ଜୟ ମା’ ମାଣିକେଶ୍ୱରୀ କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଆଜି…

ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରି ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କରୋନା…