Odisha Link
Bridging the Missing Links in Odisha
Browsing Tag

Kangana Ranaut

ନିଜର ଯୋଗ କାହାଣୀ ସେୟାର କଲେ କଙ୍ଗନା,…

ମୁମ୍ବାଇ: ଆନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ କଙ୍ଗନା ରଣାୱତ ଯୋଗର କାହାଣୀ ସେୟାର କରିଛନ୍ତି। ଏଥିସହ ସେ ତାଙ୍କ ପିତାମାତାଙ୍କର ଯୋଗ କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। କଙ୍ଗନା କହିଛନ୍ତି ଯେ. ତାଙ୍କ ମା’ଙ୍କର ଓପନ ହାର୍ଟ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ କିନ୍ତୁ ସେ ଯୋଗ…

କଙ୍ଗନାଙ୍କୁ ବିଦାକଲା ଟୁଇଟର୍

ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍‌ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍‌ ନୀତିର ବିରୁଦ୍ଧାଚରଣ…

ରିଲିଜ୍ ହେଲା ଫିଲ୍ମ ‘ଥଲାଇଭି’ର…

ମୁମ୍ବାଇ: ରିଲିଜ୍‌ ହେଲା କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ‘ଥଲାଇଭି’ର ଟ୍ରେଲର୍। ଫ୍ୟାନ୍ସମାନେ ଏହି ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି। ଆଜି କଙ୍ଗନାଙ୍କ ଜନ୍ମଦିନ ଅବସରରେ ଏହି ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମଟି ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ, ଯିଏ…

ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ…

ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି । ପ୍ରକାଶ ଯେ, ୨୦୧୬ ମସିହାରେ…

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ…

ମୁମ୍ବାଇ:ବଲିଉଡ଼ର ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ ଖୁବ ଚର୍ଚ୍ଚାରେ ରହିଛି। ତାଙ୍କର ଟ୍ୱିଟର ଆକାଉଣ୍ଟଟି ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି। ସେ ଏହା ନିଜ ଟ୍ବିଟରେ ସୂଚନା ଦେଇଛନ୍ତି। https://twitter.com/KanganaTeam/status/1351763172349382659 ସେ କହିଛନ୍ତି, ନିଜକୁ…

ଦୁଷ୍କର୍ମକାରୀଙ୍କୁ ନେଇ ଏମିତି କହିଲେ…

ଭୋପାଲ: ଗଣଦୁଷ୍କର୍ମ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ଫିଲ୍ମ ‘ଧାକଡ’ର ସୁଟିଂ ପାଇଁ ଭୋପାଲ ଯାଇଛନ୍ତି କଙ୍ଗନା। ସେଠାରେ ହେଉଥିବା ଶିଶୁ ଦୁଷ୍କର୍ମ ମାମଲାକୁ ନେଇ କଙ୍ଗନାଙ୍କୁ ପଚରାଯାଇଥିଲା। ଏହି ମାମଲାକୁ ନେଇ ଉତ୍‌କ୍ଷିପ୍ତ ହେବା ସହ କଙ୍ଗନା କହିଛନ୍ତି ଯେ,…

ଫଟୋ ସେୟାର କରି ଟ୍ରୋଲ୍‌ର ଶିକାର ହେଲେ…

ମୁମ୍ବାଇ : ମୁମ୍ବାଇସ୍ଥିତ ଘରେ ନୂଆବର୍ଷ ପାଳନ କରିଛନ୍ତି କଙ୍ଗନା ରଣୱତ। ନିଜ ଟିମ୍ ଓ ସିନେମା ଜଗତର କିଛି ନିକଟତର ବନ୍ଧୁଙ୍କ ସହ୨୦୨୧କୁ ସ୍ୱାଗତ କରିଛନ୍ତି। ତେବେ ବଲିଉଡ଼ରେ ଡ୍ରଗ୍ସର ଲିଙ୍କକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖି ସମସ୍ତଙ୍କ ନଜରକୁ ଆସିଥିଲେ। କଙ୍ଗନାଙ୍କ ଏହି ପାର୍ଟିରେ ଅର୍ଜୁନ…

ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବେ…

ମୁମ୍ବାଇ: କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଜଗନ୍ନାଥ ମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା ୨୩ ତାରିଖରୁ ଶ୍ରୀ ମନ୍ଦିର ଖୋଲିବାକୁ ଯାଉଛି। ଶ୍ରୀ ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ମନରେ ଖୁସି ଉତ୍ସୁକତା ଥିବାବେଳେ ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବାକୁ ମନ ବଳାଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା…

ଭାରତ ବନ୍ଦକୁ ନେଇ କଟାକ୍ଷ କଲେ କଙ୍ଗନା,…

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ‌ କଙ୍ଗନା ରଣାୱତ। କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଭାରତ ବନ୍ଦକୁ ନେଇ ଏକ ଟ୍ବିଟ କରିଛନ୍ତି।…

ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ, ଯଦି…

ମୁମ୍ବାଇ: ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର କ୍ୱିନ କଙ୍ଗନା ରଣାୱତ। ନିକଟରେ ସେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କୁ ନେଇ ଟ୍ୱିଟ କରିଥିଲେ। ଟ୍ୱିଟ୍ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ଅନେକ ସେଲିବ୍ରିଟିଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କୁ ନିନ୍ଦା…