Odisha Link
Bridging the Missing Links in Odisha
Browsing Tag

Karanjia

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ମୃତକଙ୍କ…

କରଞ୍ଜିଆ: ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ। ଏହି ଦୁର୍ଘଟଣାଟି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଘଟିଛି। ଦୁର୍ଘଟଣା ବିଷୟରେ କେହି ଜାଣି ପାରି ନଥିଲେ। ସେହି ରାସ୍ତା ଦେଇ କିଛି ଗ୍ରାମବାସୀ ଯାଉଥିବା ବେଳେ ମୃତ୍ୟୁ ଦେହ…

ପାଟଣା ରେଞ୍ଜରେ ଦନ୍ତା ଉପଦ୍ରବ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦନ୍ତାଙ୍କ ଉପଦ୍ରବ। ହାତୀ ପଲ ଗାଁରେ ପଣି ନଷ୍ଟ କରିଛନ୍ତି ଏକର ଏକର ଧାନ ଫସଲ। ଗତକାଲି ରାତିରେ ୧୭ଟି ବଣୁଆ ହାତୀ କରଞ୍ଜିଆ ରେଞ୍ଜରୁ ଆସି ଉଦୟପୁର ବିଟ୍‌ର ବିନିଦା ଓ ମଙ୍ଗଳପୁର ଗାଁରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବଣୁଆ ହାତୀଙ୍କୁ ନେଇ…

ଫରେଷ୍ଟ ଗାର୍ଡଙ୍କ ଗିରଫ ଦାବିରେ ଦୁଧିଆଣି…

କରଞ୍ଜିଆ: କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଜଣେ ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଦୁଧିଆଣି ଫରେଷ୍ଟ ଗାର୍ଡ ମାଡ ମାରିବା ସହ ଉଠ ବସ କରିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।…

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର,…

କରଞ୍ଜିଆ: ନଦୀ ପଠାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଜେଠମା ଗାଁ ନିକଟରେ ଥିବା ଭଣ୍ଡନ ନଦୀ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନଦୀ କୂଳରେ ଅଧା ପୋତି ହୋଇ ରହିଛି। ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ମୃତଦେହ ବାବଦରେ ଖବର ଦେବାରୁ ପୋଲିସ…

ପଡ଼ୋଶୀ ଯୁବକଙ୍କ ଦ୍ବାରା ଦୁଷ୍କର୍ମର…

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଗୋଟିଏ ଦିନରେ ଦୁଇ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଉଭୟ ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଡେଲବେଡା ଗାଁରେ ଜଣେ…

ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନଥିବା ବେଳେ ପୁଣି ଘରଦ୍ବାର ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏଥର ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଅନ୍ଧାରଝରି ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କରଞ୍ଜିଆ-ଖିଞ୍ଚି ମଧ୍ୟରେ…