Odisha Link
Bridging the Missing Links in Odisha
Browsing Tag

Karnatak

ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଥିବାବେଳେ ଭାରତ ସରକାର ସତର୍କ ରହିବାକୁ ଉଦ୍ବୋଧନ ଦେଇଛନ୍ତି। ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି କର୍ଣ୍ଣାଟକରେ। ଆଜିଠୁ କୋଭିଡ କଟକଣାକୁ କଡାକଡି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳେ କର୍ଣ୍ଣାଟକ ଧାରଓ୍ଵାଡ଼ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ହୁବ୍ଦାଲ୍ଲି-ଧାରଓ୍ଵାଡ଼ ବାଇପାସ୍‌ ରାସ୍ତାରେ ଏକ ଟେମ୍ପୋ ଟ୍ରାଭ୍‌ଲର୍‌ ଏବଂ ଏକ ଟିପର୍‌ ସାମ୍ନାସାମ୍ନି ଧକ୍କା…

ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ…

କର୍ଣ୍ଣାଟକ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ମଳିବ ୩ ଲକ୍ଷ ଟଙ୍କା। ଏଭଳି ଏକ ଯୋଜନା ଆଣିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ ଏପରି ନିୟମ…

କୋଭିଡ୍‌ ନୂଆ ଷ୍ଟ୍ରେନ୍: ଏହି ରାଜ୍ୟରେ…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କୋଭିଡ୍‌ର ନୂଆ ଷ୍ଟ୍ରେନ୍। ବ୍ରିଟେନ‌ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର ସତର୍କ ହେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର…

ବିଶ୍ବେଶ୍ବର କର୍ଣ୍ଣାଟକ ବିଧାନସଭାର ନୂଆ…

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି ହେଲେ ବିଶ୍ବେଶ୍ବର ହେଗଡ଼େ କାଗେରୀ। ସେ ବିଜେପିର ଜଣେ ବରିଷ୍ଠ ନେତା। କାଗେରୀ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିନା ପ୍ରତିଦ୍ବନ୍ଦୀରେ ବାଚସ୍ପତି ହୋଇଛନ୍ତି କାଗେରୀ। ସୋମବାର ଦିନ ରମେଶ କୁମାର ବାଚସ୍ପତି ପଦବୀରୁ ଇସ୍ତଫା…

କର୍ଣ୍ଣାଟକ ସଙ୍କଟ : ସରକାର ବଞ୍ଚାଇବାକୁ…

ବେଙ୍ଗାଲୁରୁ : ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନେ ସୋମବାର ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସ୍ବାଧୀନ ବିଧାୟକ ଏଚ. ନାଗେଶଙ୍କ ଇସ୍ତଫା ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫାପତ୍ର କର୍ଣ୍ଣାଟକ ପ୍ରଦେଶ…