Odisha Link
Bridging the Missing Links in Odisha
Browsing Tag

Karnataka

କର୍ଣ୍ଣାଟକ ବିଧାନସଭା ନିର୍ବାଚନ:…

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗ୍ରହଣ ତାରିଖ ଘୋଷଣା ହୋଇଛି ଏବଂ ତା ସହ ନିର୍ବାଚନ ଫଳାଫଳ ତାରିଖ ମଧ୍ୟ ଘୋଷଣା କରାଯାଇଅଛି।…

କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ସୀମା…

ଓଏଲ୍‌ ବ୍ୟୁରୋ : ଲାଗିରହିଛି ସୀମାବିବାଦକୁ ନେଇ ସଂଘର୍ଷ। କର୍ଣ୍ଣାଟକ - ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ। ଦୁଇ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗଭୀକୁ ନିଜ ଅଞ୍ଚଳ ଦାବି କରି ଆସୁଥିବାବେଳେ ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି।…

ଆସୁଛି ନୂଆ ବିଲ୍: ଧର୍ମ ବଦଳାଇଲେ…

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ସରକାର ଆଣୁଛନ୍ତି ନିୟମ। କାରଣ ଅନେକ ସ୍ଥାନରେ ଧର୍ମ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ଦଙ୍ଗା ଭଳି ସ୍ଥିତି ଦେଖିବାକୁ ମିଳିଥାଏ। ଆଉ କିଛି ସ୍ଥାନରେ ମହିଳାଙ୍କ ଧର୍ମ ବଦଳାଇ ବିବାହ କରାଯାଉଥିବାର ଖବର ଆପଣ ନିଶ୍ଚୟ ଶୁଣିଥିବେ। ଏବେ ଏସବୁରେ ଲଗାମ…

ନୂୂୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ…

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

ଏହି ୨ ରାଜ୍ୟରେ ପୁଣି ବଢିଲା ଲକଡାଉନ…

ନୂଆଦିଲ୍ଲୀ: ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି। ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ ଲକଡାଉନ୍ ଆସନ୍ତା କାଲିଠାରୁ…

କର୍ଣ୍ଣାଟକ: ଟିକା ପାଇଁ ୧୦୦ କୋଟି ଦେବ…

ବେଙ୍ଗାଲୁରୁ: ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ର ସରକାର କର୍ଣ୍ଣାଟକ ଜନତାଙ୍କୁ ଟିକା ଦେବାରେ ବିଫଳ ହୋଇଥିବା ଦର୍ଶାଇ ଏ ଦିଗରେ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ। ଦଳ ସିଧାସଳଖ ଟିକା କିଣି ରାଜ୍ୟବାସୀଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ଅନୁମତି ମାଗିଛି। ଏଥିପାଇଁ ଦଳ ୧୦୦ କୋଟି ଟଙ୍କାର ପୁଞ୍ଜି…

ଉଦାହରଣ: ବାସଭବନକୁ କୋଭିଡ୍‌ ହସ୍ପିଟାଲ…

ବେଙ୍ଗାଲୁରୁ: ଦେଶରେ କୋଭିଡ୍‌ ସଂକଟ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଏକ ବିରଳ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ବାସବରାଜ ବୋମାଇ। ଏକ ଅସ୍ଥାୟୀ କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ସେ ନିଜ ଘରକୁ ଏକ ଏନ୍‌ଜିଓ ହାତକୁ ଟେକି ଦେଇଛନ୍ତି। ଅନୁରୂପ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକର ଉପ…

ଭଲ ହେବ ମରିଯାଅ: ଏଭଳି କହି କ୍ଷମାମାଗିଲେ…

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲଗାଉଛନ୍ତି ସରକାର। ଏସବୁ ମଧ୍ୟରେ କର୍ଣ୍ଣାଟକର କରୋନା ମାମଲା ବଢ଼ିବାର ଲାଗିଛି।…

ଟୋଲ୍ ଦେଇ ଅତିଷ୍ଠ ହେଲେ ଗ୍ରାମବାସୀ,…

ବେଙ୍ଗାଲୁରୁ: ସାରା ଦେଶରେ ଫାଷ୍ଟ ଟ୍ୟାଗ୍‌ ଅନିବାର୍ଯ୍ୟ ଭାବେ ଲାଗୁ ହୋଇ ସାରିଛି। ଯେବେଠୁ ଦେଶରେ ଯାନ ବାହନ ପାଇଁ ଫାଷ୍ଟ ଟ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି ସେବେଠୁ କିଛି ଲୋକ ଏହି ନିୟମକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଯାହାରି ଫଳରେ ଟୋଲ ପ୍ଲାଜାରେ ସ୍ଥାନୀୟ ଲୋକ ଓ ଟୋଲ୍‌ କର୍ମଚାରୀଙ୍କ…

ପଥର ଖାଦାନରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ବେଙ୍ଗାଲୁରୁ: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ପୋରଣରେ ୬ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଓ ଅନେକ ଶ୍ରମିକ ଗୁରୁତର ହୋଇଥିବା ସୂଚନାମିଳିଛି। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ। ପ୍ରକାଶ ଯେ, ପଥର ଫଟାଇବା ପାଇଁ ଥିବା…