Odisha Link
Bridging the Missing Links in Odisha
Browsing Tag

Katrina Kaif

ଦିଅରଙ୍କ ଲୁକରେ ଭାଉଜ ଫିଦା

ନୂଆଦିଲ୍ଳୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡର ଷ୍ଟାର ଭିକ୍କି କୌଶଲ ଓ ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ୍। ହେଲେ ବିବାହର କିଛିଦିନ ପରେ ଦିଅରଙ୍କ ଲୁକ୍‌ରେ ଫିଦା ଭାଉଜ କ୍ୟାଟ୍ରିନା। ଭିକି ଓ କ୍ୟାଟ୍ରିନା ହନିମୁନରୁ ଫେରିବା ପରେ ଭାଇ ଭାଉଜଙ୍କୁ ସ୍ବାଗତ କରିବା ପାଇଁ ଅନେକ ବ୍ୟବସ୍ଥା…

ଆଜି ବାଜିବ ଶାହାନାଇ, ଜନ୍ମ ଜନ୍ମର ସାଥୀ…

ଭୁବନେଶ୍ବର: ଆଜି ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ସାତଫେରା ନେଇ ଜନ୍ମ ଜନ୍ମର ସାଥୀ ପାଲଟିଯିବେ ବଲିଉଡର ଲଭ୍‌ ବାର୍ଡ। ଆଜି ହାତକୁ ଦି ହାତ ହେବେ ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକନି ଚମେଲି କ୍ୟ୍ୟାଟ୍ରିନା କୈଫ୍‌ ଓ ଉରି ଷ୍ଟାର ଭିକି କୌଶଲ୍। ନିଜଠୁ ୫…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ…

ମୁମ୍ବଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କରୋନା। ଏନେଇ କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଜଣାଇଛନ୍ତି। କ୍ୟାଟ୍ରିନା କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛି। ନିଜ ଡାକ୍ତରଙ୍କ ଦ୍ୱାରା ଜାରି…

କାଟ୍ରିନାଙ୍କ ପାଦ ଛୁଇଁଲେ କାର୍ତିକ

 ନୂଆଦିଲ୍ଲୀ : ବଲିଉଡ କଳାକାର କାର୍ତିକ ଆର୍ୟ୍ୟନ ସବୁ ସମୟ ବିନଦାଜ ଅନ୍ଦାଜ ରହିଥାନ୍ତି । ତାଙ୍କ ଅଭିନୀତ ସିନେମା ଲଭ ଆଜ କାଲ ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା । ସେ ଜଣେ ସବୁଠାରୁ ଖୋଲା ହୃଦୟ ଅଭିନେତା ଅଟନ୍ତି । କାର୍ତ୍ତିକ ଏବଂ ସାରା ଅଲିଖାନ ଙ୍କ ଆକ୍ଟିଂକୁ ଦର୍ଶକ ବେଶ ପସନ୍ଦ କରିଥିଲେ। କାର୍ତିକ…

ଧଳା ରଙ୍ଗର ଗାଉନ ପିନ୍ଧି ଆୱାର୍ଡରେ…

ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ । ସେ ସବୁ ସମୟରେ ନିଜର ଷ୍ଟାଇନକୁ ନେଇ ଚର୍ଚ୍ଚାରେ ଥାନ୍ତି । କିଛି ଦିନ ତଳେ "ଫେମିନା ବ୍ୟୁଟି ଆୱାର୍ଡ" ସୋ'ରେ କାଟ୍ରିନା ପିନ୍ଧିଥିବା ଡ୍ରେସକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି । ସେ ଏକ ଧଳା ରଙ୍ଗର ନେକ ଲାଇନର ଡ୍ରେସ…

ସମୟ ପୂର୍ବରୁ ରିଲିଜ୍‌…

ମୁମ୍ବାଇ : ବଲିଉଡ ସିନେମା ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ଙ୍କ ସିନେମା 'ସୂର୍ଯ୍ୟବଂଶୀ' ସମୟ ପୂର୍ବରୁ ରିଲିଜ୍‌ ହୋଇପାରେ । ସିନେମାଟି ମାର୍ଚ୍ଚ ୨୭ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଦେଶକ ରୋହିତ୍‌ ପୁଲିସ୍ ସିରିଜ୍‌ର ଚତୁର୍ଥ ସିନେମା । ଏହା ପୂର୍ବରୁ 'ସିଂହମ୍‌' ଓ…

ଚର୍ଚ୍ଚାରେ କ୍ୟାଟ୍ ଓ ଭିକ୍କି , ଏହି…

ମୁମ୍ବାଇ : ବଲିଉଡରେ ଏବେ ନୂଆ ଯୋଡ଼ିଙ୍କର ଖୁବ ଚର୍ଚ୍ଚା ଚାଲିଛି । ସେ ଆଉ କେହି ନୁହଁ ସେ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲ । ଦୁହିଁଙ୍କୁ ଦୀପାବଳିରୁ ଆରମ୍ଭ କରି ବିଭିନ୍ନ ବାର୍ଥ ଡେ' ପାଟିରେ ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଏମାନେ ଏପର୍ଯ୍ୟନ୍ତ ଏବିଷୟରେ ମୁହଁ ଖୋଲି…

ଦୁଇରୁ ଅଧିକ ଥର ବିବାହ କରିଛନ୍ତିି ଏହି…

ମୁମ୍ବାଇ : ଦର୍ଶକ ସର୍ବଦା ନିଜ ପସନ୍ଦିଦା ଷ୍ଟାର ମାନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଇଚ୍ଛୁକ ଥାନ୍ତି । ତାଙ୍କର ଖାଇବା , ପିଇବା, ପୋଷାକ ଇତ୍ୟାଦି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସେମାନ ତାଙ୍କ ଷ୍ଟାରମାନଙ୍କ ପ୍ରଫେଶନ ଲାଇଫ ବ୍ୟତିତ ବ୍ୟତିଗତ ଜୀବନ ବିଷୟରେ ଭାବିଥାନ୍ତି । ତେବେ ଅନେକ…

ନିର୍ଦ୍ଦେଶକ ଓ ଅଭିନେତାଙ୍କ ଝଗଡ଼ାର…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏବଂ ଷ୍ଟାରଙ୍କ ପରସ୍ପର ଭିତରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ସେପରି ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ଜୋରଦାର ଝଗଡା ଲାଗିଯାଇଛି । ଉଭୟଙ୍କର ଝଗଡ଼ା କ୍ୟାମେରାରେ ରେକର୍ଡିଂହୋଇଯାଇଛି । ସୋସିୟାଲ ମିଡିୟାରେ ଭିଡ଼ିଓ ଟି ଭାରାଲ ହେବାରେ ଲାଗିଛି ।…

ପୁଣି ରଣବୀରଙ୍କ ଉପରେ ସଲମାନଙ୍କ ରାଗ

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ବିବାଦ ଥମୁନି । ଶାରୁଖାଁଙ୍କ ପରେ ପରେ ଏବେ ଆଉ ଜଣେ କଳାକାରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି । କିନ୍ତୁ ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଭାରି ଖାତିର୍ ଅଛି । ଅନେକ ବଡ଼ ବଡ଼ ପ୍ରଯୋଜକଓନିର୍ଦ୍ଦେଶକ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। ତାଙ୍କ…