Odisha Link
Bridging the Missing Links in Odisha
Browsing Tag

Kendrapada

ଏଥର କେନ୍ଦ୍ରାପଡ଼ାରେ କଡ଼ା ଟକ୍କର;…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେଡି ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେଉଥିବାବେଳେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।…

କାର୍ତ୍ତିକେଶ୍ବର ଭସାଣିରେ ବାଣ ଫୁଟି ୩୦…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ବଡ଼ଧରଣର ଅଘଟଣ। କାର୍ତ୍ତିକେଶ୍ବର ଭସାଣି ଉତ୍ସବରେ ବାଣ ଫୁଟି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୬ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଥିବା ସୂଚନା। ପ୍ରଥମେ ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ୨୦ରୁ…

କେନ୍ଦ୍ରାପଡ଼ା: ଆଜିଠୁ ବିଜୁ ସ୍ୱାସ୍ଥ୍ୟ…

କେନ୍ଦ୍ରାପଡ଼ା: ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଯୋଜନାରେ ଆଜି ସାମିଲ ହେବ କେନ୍ଦ୍ରାପଡ଼ା ଜିଲ୍ଲା। କେବଳ ସେତିକି ନୁହେଁ ୧୫୨୬ କୋଟିରୁ ଅଧକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ…

ବିଜେପି ନେତାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ। ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରି…

ଅଗଷ୍ଟ ୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ଏଥିସହିତ ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର…

ପାଠ ନ ଆସିବାରୁ ଦୁଇ ଛାତ୍ରଙ୍କୁ ନିସ୍ତୁକ…

କେନ୍ଦ୍ରାପଡ଼ା: ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ଘରୋଇ ଟ୍ୟୁସନରେ ଛାତ୍ରଙ୍କୁ ମାଡ଼ମାରି ଲହୁଲୁହାଣ କରିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ…

ହଠାତ୍‌ ଓଲଟି ପଡ଼ିଲା ବସ୍‌, ମୃତ୍ୟୁ…

କେନ୍ଦ୍ରାପଡ଼ା: ଆଜି ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସକାଳେ ମହାକାଳପଡ଼ଶ…

ଆଜିଠୁ ୯ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ୯ ଦିନ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏହି ସମୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

କେନ୍ଦ୍ରାପଡ଼ା: ଫଳକରେ ସାଂସଦଙ୍କୁ ଅଣଦେଖା

ଭୁବନେଶ୍ବର: ପ୍ରଥମେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ଜଣାଶୁଣା ଥିଲେ। ପରେ ପରେ ସକ୍ରିୟ ରାଜନୀତିରେ ପାଦ ଥାପିଲେ ଓ ଦଳୀୟ ଟିକେଟ ପାଇ ସାଂସଦ ବି ହେଲେ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଅନୁଭବ ମହାନ୍ତିଙ୍କ ସମର୍ଥକମାନେ ଯେତେ ଚିତ୍କାର କଲେବି ଦଳରୁ ସେ କୋଣଠେସା…

ରାସ୍ତା କଡ଼ରେ ପ୍ରସବ କଲେ ମହିଳା

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ମେଡିକାଲରୁ ଫେରି ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଏମିତି ଏକ ଘଟଣା ଘଟିଛି ଡେରାବିଶ ନେଡୁଆ ଗାଁରେ। ସୂଚନାଯୋଗ୍ୟ ଯେ, ଜଣେ ପ୍ରସୂତି କେନ୍ଦ୍ରାପଡ଼ା ମେଡ଼ିକାଲ ଯାଇଥିଲେ। ପ୍ରସବ ସମୟ ହୋଇନଥିବା କହି ଡ଼ାକ୍ତର ଘରକୁ ଫେରାଇ ଦେଇଥିଲେ। ସ୍ବାମୀ ଓ ଆଶା କର୍ମୀଙ୍କ ସହ…