Odisha Link
Bridging the Missing Links in Odisha
Browsing Tag

Kendrapada

ପୋକ ଖାଇଗଲା ୧୫ କ୍ୱିଣ୍ଟାଲ…

କେନ୍ଦ୍ରାପଡ଼ା: ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଛି।  ବାତ୍ୟାରେ କ୍ଷତିଗ୍ରସ୍ତ ୨୭ ପଞ୍ଚାୟତରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ…

ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା:…

କେନ୍ଦ୍ରପଡ଼ା: ରାଜନଗର ମହୁଲିଆ ମାଣପଡ଼ାରେ ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ବୁଝାସୁଝା ପାଇଁ ଯାଇଥିବା ତହସିଲଦାର, ଆଇଅଇସି, ବିଡିଓଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ଧାରଣା ଦେଇଛନ୍ତି ମହିଳା। ଗାଁରେ ଆମ୍ବୁଲାନ୍ସ ଭିତରେ ମାଆ ଓ…

ସିମେଣ୍ଟ ଦୋକାନୀଙ୍କ ଠାରୁ ଲୁଟ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା କାକତିଆ ବଜାରରେ ଥିବା ଏକ ସିମେଣ୍ଟ ଦୋକାନ ମାଲିକଙ୍କୁ ଛୁରୀ ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଦୋକାନ ମାଲିକ ପ୍ରଭାତ କୁମାର ଦାସ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଜଣ…

ଗାଙ୍ଗପୁରରୁ ବିରଳ ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି…

ଅମ୍ପାନ୍: ଦମକଳ ଗାଡ଼ିରେ ସନ୍ତାନ ପ୍ରସବ

କେନ୍ଦ୍ରାପଡ଼ା: ମହାବାତ୍ୟା ଅମ୍ପାନ୍‌ ଏବେ ଓଡ଼ିଶାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ତାଣ୍ଡବ ଆରମ୍ଭ ହୋଇଯାଇଛି। ତେବେ ଏଭଳି ଅସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ବାତ୍ୟା କାରଣରୁ…

କରୋନା: କେନ୍ଦ୍ରାପଡ଼ାରୁ ଆଉ ୧୩ ଆକ୍ରାନ୍ତ…

ଭୁବନେଶ୍ବର: ଆଜି ସକାଳେ ୭୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟାହ୍ନରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନାହିଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଫଳରେ ରାଜ୍ୟରେ ୬୨୪ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ…

୩ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ…

ଭୁବନେଶ୍ୱର: ଆଜି କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା…

କରୋନା: ଆଳିର ୧୧ଟି ଗାଁ ସିଲ୍‌

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ କେନ୍ଦ୍ରାପଡାର ଆଳି ଅଞ୍ଚଳର ବୋଲି ସୂଚନା ରହିଛି। ଏହାକୁ ନେଇ କେନ୍ଦ୍ରପଡ଼ା ଜିଲ୍ଲା ପ୍ରଶାସନ ଆଳି ଅଞ୍ଚଳରେ ୧୧ଟି ଗାଁକୁ ସିଲ୍ କରିଛି ପ୍ରଶାସନ। କରୋନା ଆକ୍ରାନ୍ତଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି…

କେନ୍ଦ୍ରାପଡ଼ାରେ ଦୁବାଇ ଫେରନ୍ତା କରୋନା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତାଙ୍କର ଘର କେନ୍ଦ୍ରାପଡ଼ାରେ। ୩୨ ବର୍ଷିୟ ଏହି ଯୁବକ ଜଣକ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିଲେ। https://twitter.com/HFWOdisha/status/1247196539929292800…

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷୀୟ ଯୁବକ ଯିଏ ଦୁବାଇରୁ ଫେରିଥିଲେ ତାଙ୍କ ନମୁନା ପଜିଟିଭ ଆସିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଯୁବକ କେନ୍ଦ୍ରାପଡା ଅଞ୍ଚଳର ଏବଂ ସେ ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ବୋଲି…