Odisha Link
Bridging the Missing Links in Odisha
Browsing Tag

Kendrapara

ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମା' ଗଜଲକ୍ଷ୍ମୀଙ୍କ ପୂଜା। ମା' ଗଜଲକ୍ଷ୍ମୀଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇଉଠିଛି। ରଙ୍ଗୀନ ତୋରଣ ସହ ମାଙ୍କ ସୁନ୍ଦର ମୂର୍ତ୍ତି କାର୍ଯ୍ୟ ଶେଷ ହୋଇଛି। ରାତି ପାହିଲେ ମା' ଗଜଲକ୍ଷ୍ମୀଙ୍କ…

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ…

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ପାଲଟିଛି ରସାବଳୀ। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍। କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି। ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର…

ଭାଙ୍ଗିଲା ଘର, କେନ୍ଦ୍ରାପଡ଼ାର…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଶାନ୍ତ ସାହୁର ଘର ଭାଙ୍ଗିଲା ପ୍ରଶାସନ। କେନ୍ଦ୍ରାପଡା ସ୍ତିତ ତାଳସଙ୍ଗା ଗାଁରେ ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ। ଜେସିବି ଲଗାଇ ପ୍ରଶାନ୍ତର ଘର ଓ ଆଡ୍ଡାସ୍ଥଳ ଭାଙ୍ଗିଲା ପୁଲିସ। ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁ ନିଖୋଜ ଠାରୁ…

ବ୍ରାହ୍ମଣୀ ନଦୀରେ ବୁଡ଼ିଗଲା ଡଙ୍ଗା,…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ କେନ୍ଦ୍ରାପଡ଼ାରୁ ଆସିଲା ଅଘଟଣ ଖବର। ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲା ଡଙ୍ଗା। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି। ଡଙ୍ଗାବୁଡ଼ି ଘଟଣାରେ ଏବେ ବି ୨ଜଣ ନିଖୋଜ ଅଛନ୍ତି। ଗ୍ରାମବାସୀ ଖୋଜାଖୋଜି କରୁଥିଲେ ବି ନିଖୋଜଙ୍କ ପତ୍ତା ମିଳି…

ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ; ମାଫିଆଙ୍କ…

ଓଏଲ୍‌ ବ୍ୟୁରୋ : ବାଲିଘାଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଟ୍ରକ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସଦର ଥାନା ବସ୍‌ପୁର ବାଲି ଘାଟରେ ହୋଇଥିବା ଦୁର୍ଘଟଣା ପରେ ଉତ୍ତେଜନା ହୋଇଥିବା ଜଣା ପଡିଛି। ବାଲି ଘାଟରେ ଥିବା ମାଫିଆଙ୍କ ଅସ୍ଥାୟୀ ଘର ଜାଳିଦେଇଛନ୍ତି ଲୋକେ। ସୂଚନା…

ଓଡ଼ିଶା ଜନସେବା ସଂଗଠନ ପକ୍ଷରୁ ଜୀବନ…

ଓଏଲ୍‌ ବ୍ୟୁରୋ : ଓଡ଼ିଶା ଜନସେବା ସଂଗଠନ ତରଫରୁ ରକ୍ତର ଅଭାବ ଦୂର କରିବା ନିମନ୍ତେ ଜୀବନ ସଂଚାର ଅଭିଯାନ ମାଧ୍ୟମରେ ଏକ ବିଶାଳ ରକ୍ତଦାନ ଶିବିର କେନ୍ଦ୍ରାପଡ଼ା ଚଣ୍ଡିବଜାର ଠାରେ ଆୟୋଜନ କରାଯାଇଥିଲା। ସଂଗଠନର ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ…

କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ,…

ଓଏଲ୍‌ ବ୍ୟୁରୋ : ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ। ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୌରାଞ୍ଚଳ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବାରୁ ସିଟି ହସ୍ପିଟାଲ ପାଇଁ ଦାବି କରି ଏହି ବନ୍ଦ ପାଳନ କରାଯାଉଛି। ୨୪ ଘଣ୍ଟିଆ ବନ୍ଦ ଯୋଗୁଁ…

ଅବସର ନେବେ ବିଜୟ ମହାପାତ୍ର, ନୂଆ ଦଳରୁ…

ଓଏଲ୍‌ ବ୍ୟୁରୋ : ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଥିବା ବେଳେ ଏବେଠୁ ରାଜ୍ୟ ରାଜନୀତି ସରଗରମ। କିଏ ପାଇବ ଟିକେଟ, କାହାକୁ ନୂଆ ଚେହେରା କରିବ ଦଳ ଏଭଳି ଚର୍ଚ୍ଚା ସମସ୍ତ ରାଜନୈତିକ ଦଳ ମଧ୍ୟରେ ଲିଛି ଆଲୋଚନା। ଏସବୁ ମଧ୍ୟରେ ଭେଟରାନ୍‌ ରାଜନେତା ବିଜୟ…

ଅଟୋ ଉପରେ ଅଜଣା ଗାଡି ମାଡ଼ିଗଲା,…

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବରରୁ ଜଣା ପଡିଛି। ଅଟୋ ଉପରେ ଏକ ଅଜଣା ଗାଡ଼ି ମାଡିଯାଇଛି। ଗାଡ଼ି ମାଡିଯିବାରୁ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି…

ଛାତ୍ରକୁ ବଞ୍ଚାଇବାକୁ ଯାଇ ଗଭୀର ଜଳରେ…

ଓଏଲ୍‌ ବ୍ୟୁରୋ : ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ। ଗଭୀର ଜଳରେ ବୁଡି ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରୁ। ନଦୀରେ ଜଣେ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଉଥିବା ଦେଖି ତାଙ୍କୁ…