Odisha Link
Bridging the Missing Links in Odisha
Browsing Tag

Kendujhar

୪ ଛୁଆର ମା’କୁ ଧରି ଛୁ ମାରିଥିଲା…

କେନ୍ଦୁଝର: କଥାରେ ଅଛି ବୃଦ୍ଧ କାଳେ ରାସଲୀଳା। ୪ଟି ଛୁଆର ମା'ଙ୍କ ପ୍ରେମରେ ମତୁଆଲା ହୋଇ ଫେରାର ହୋଇଗଲେ ୬୦ ବର୍ଷିୟ ବୃଦ୍ଧ। ପରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ବୃଦ୍ଧ ଜଣକ। ଏମିତି ଏକ ଖବର ଆସିଛି କେନ୍ଦୁଝର ଟାଉନ୍‌ ଥାନା ମଣ୍ଡୁଆ ମୁଣ୍ଡାସାହିରୁ। ମିଳିଥିବା ସୂଚନା ମୁତାବିକ, ୪ଟି ଛୁଆର ମା'କୁ ଜଣେ…

ଭିଜିଲାନ୍ସ ଜାଲରେ ଜିଆରଏସ

କେନ୍ଦୁଝର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ର। ସୌଭାଗ୍ୟଲକ୍ଷ୍ମୀଙ୍କ ଅଫିସ, ଘଟଗାଁରେ ଥିବା ହୋଟେଲ ସାବିତ୍ରୀ, ନିଜସ୍ୱ ବାସଭବନ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର…

ଅପେକ୍ଷାର ଅନ୍ତ ଘଟିଲା, ମା’…

କେନ୍ଦୁଝର: ପରିସ୍ଥିତି ଓ ନିୟମ ଜାଲରେ ସିନା ପରିବାରଠୁ ଦୂରେଇ ଯାଇଥିଲା ହେଲେ ୮ ଦିନ ପରେ ମମତା ଡୋରୀରେ ବାନ୍ଧି ହୋଇଥିବା ବରାହ ଶାବକ (ଧୁଡ଼) ପୁଣି ମା କୋଳକୁ ଫେରି ଆସିଛି। ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା କେନ୍ଦୁଝର ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟର ପୁରୁଷୋତ୍ତମ…

କେନ୍ଦୁଝରରେ ଲଜ୍ଜା: ଲିଫ୍ଟ ଦେବା…

କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ। ଲିଫ୍ଟ ଦେଇ ଡମ୍ପର ଭିତରେ ଦୁର୍ବୃତ୍ତମାନେ ରାତି ସାରା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା ଜଣଙ୍କ କାମ ସାରି…

ଜାଗର ରାତିରେ କଳାକନା ବୁଲାଇଲେ…

କେନ୍ଦୁଝର: ଗତକାଲି ଥିଲା ମହାଶିବ ରାତ୍ରି। ମହାଶିବ ରାତ୍ରି ପାଇଁ ମନ୍ଦିରରେ ସପରିବାର ଜାଗର ଜାଳୁଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୃର୍ତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରେ। ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ…

ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

କେନ୍ଦୁଝର: ଓଲଟିଲା ଯାତ୍ରୀବାହୀ ବସ୍। ଏନଏଚ-୨୦ କାଳିପ୍ରସାଦ ନିକଟରେ ଏକ ଘରୋଇ ବସ୍ ଓଲଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଅଭିମୁଖେ ଆସୁଥିଲା ସମୟରେ ଏନଏଚ-୨୦ କାଳିପ୍ରସାଦ ନିକଟରେ ବସ୍ ଓଲଟି ପଡିଥିଲା। ବସ୍‌ଟିର ନାମ…

ଦୁଷ୍କର୍ମ ଅଭିଯୁକ୍ତକୁ ବାନ୍ଧିଲେ…

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ୟକ୍ତ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼…

ଯୌତୁକ ପାଇଁ ବିଧବା ବୋହୂକୁ ନିଆଁ ଲଗାଇଲା…

କେନ୍ଦୁଝର: ଯୌତୁକ ଦାବିରେ ବିଧବା ବୋହୂକୁ ନିଆଁ ଲଗାଇଲା ଶାଶୂ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ, କାଠବାଉଁଶୁଳୀ ଗ୍ରାମରେ। ଗତ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୋହୂ…

ଘର ଉପରକୁ ମାଡ଼ିଗଲା ଟ୍ରକ, ୩ ଗୁରୁତର

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏନଏଚ-୨୦ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ଟ୍ରକ ମାଡିଯାଇଛି। ଫଳରେ ଘରେ ଥିବା ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ଏକ ଦୃତଗାମୀ ଟ୍ରକ ବିଳମ୍ବିତ ରାତିରେ ୨୦ ନମ୍ବର…

ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାଡି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଘରେ ଜେନେରେଟର ଅନ କରି ଶୋଇଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ପ୍ରାର୍ଥମିକ…