Odisha Link
Bridging the Missing Links in Odisha
Browsing Tag

Keonjhar

ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗତକାଲି ଅପରାହ୍ନରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ…

ନାଚୁଥିଲେ ବରଯାତ୍ରୀ, ମାଡ଼ିଗଲା ଟ୍ରକ୍;…

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ତଳେ ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ନାଚି ନାଚି ଆସୁଥିବା ବେଳେ ଚଢ଼ିଗଲା ଟ୍ରକ୍। ଯାହାରିଫଳରେ…

କେନ୍ଦୁଝର: ମଦ ପିଇ ଶୋଇପଡ଼ିଲେ ୩୦ ହାତୀ

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଭଳି ବିଜ୍ଞାପନ ଆପଣ ସବୁବେଳେ ସୋସିଆଲ ମିଡିଆ, ଗଣମାଧ୍ୟମ ଓ ଟିିଭି ମାଧ୍ୟମରେ ଦେଖୁଥିବେ ନିଶ୍ଚୟ। ଏସବୁ ସତ୍ତ୍ବେ ବହୁ ଲୋକ ମଦ୍ୟପାନ କରି ନିଜ ଶରୀର କ୍ଷତି କରୁଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମହୁଆ ବା ମହୁଲିର ବେଶି ଚାହିଦା ଥାଏ। ଏହି ଦେଶୀ…

ଚୌକିରେ ବସିଥିବା ଅବସ୍ଥାରେ କ୍ୟାସିୟରଙ୍କ…

କେନ୍ଦୁଝର : କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ମାଧପୁର ସ୍ଥିତ କୃଷି କାର୍ଯ୍ୟାଳୟରେ ଘଟିଛି। ସେ ଏକ ଚୌକିରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଠିଆ ହୋଇଥିବା ବସ୍‌ରେ ଲାଗିଲା ନିଆଁ

କେନ୍ଦୁଝର: ପଡିଆରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ। ଏହି ଘଟଣାଟି କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଘଟିଛି । ଆଜି ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି…

ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର…

କେନ୍ଦୁଝର: କାର୍ଯ୍ୟରେ ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର କର୍ମଚାରୀଙ୍କ ଦରମା। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର। ବ୍ଲକର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି। ଉକ୍ତ ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର…

ନାବାଳକ ଉପରେ ପୁଲିସର ଥାର୍ଡ ଡିଗ୍ରୀ

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।…

ଭୂତ ଗଛ: ଖାଇଗଲେ ୬୦ ଲକ୍ଷ ଟଙ୍କା

କେନ୍ଦୁଝର: ମୃତ୍ତିକା ସଂରକ୍ଷଣ ବାବଦକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାର ଲକ୍ଷ୍ୟ ଜଙ୍ଗଲ ସୃଷ୍ଟି କରିବା। ହେଲେ ମୃତ୍ତିକା ସଂରକ୍ଷଣ ବିଭାଗରେ ଦେଖିବାକୁ ମିଳିଛି ବଡ଼ ଧରଣର କେଳେ‌ଙ୍କାରୀ। କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଟଙ୍କା ବ୍ୟୟ ହେଉଥିଲେ ବି ଜଙ୍ଗଲ ଦେଖିବାକୁ ମିଳୁନାହିଁ।…

କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତଠାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଛୁଆ ହାତୀର ମୃତଦେହ ମିଳିବା ଖବର ପାଇ ଏବେ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ମୃତ୍ୟୁ ପଛର କାରଣ ଖୋଜିବା ଆରମ୍ଭ କରିଛି। ମୃତ ଛୁଆ ହାତୀର ବୟସ…

ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛରୁ…

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାତି ପ୍ରାୟ ସାଢ଼େ ଏକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ, ନେଙ୍କଡ଼ାଘର ନିକଟରେ ଦୁଇଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ୍…