Odisha Link
Bridging the Missing Links in Odisha
Browsing Tag

Kerla

ଖୋଲିଲା କେରଳର ସାବରିମାଳା ମନ୍ଦିର

କେରଳ: ଆଜିଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର। କରୋନା କଟକଣାରେ ୫ଦିନ ପାଇଁ ମନ୍ଦିରକୁ ଖୋଲାଯାଇଛି। ଏନେଇ ସାବରିମାଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ପୂଜାପାଠ ପାଇଁ ମନ୍ଦିର ଖୋଲାଯାଇଛି। ବିଧି ଅନୁସାରେ ପୂଜା କାର୍ଯ୍ୟ ହେଉଛି। ସମସ୍ତ କରୋନା…

କେରଳରେ ‘ଜିକା’ ଭୂତାଣୁ ଚିହ୍ନଟ

କେରଳ: ମହାମାରୀ କରୋନା ପ୍ରକୋପ ଥମି ନଥିବା ବେଳେ କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଲାଣି। ରାଜ୍ୟରେ ୧୪ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଜିକା’ ଭୂତାଣୁ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କେରଳରେ କଟକଣା କୋହଳ ହେବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି…

ଏଣିକି କଥା କହିବା ବେଳେ ଆଉ ଖସାଇବାକୁ…

କେରଳ: କରୋନା ମହମାରୀ ଠୁ ରକ୍ଷା ପାଇବା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆପଣ ବିଭିନ୍ନ ପ୍ରକାରର ମାସ୍କ ଦେଖିଥିବେ। କେଉଁଠି ସୁନାରେ ତିଆରି ମାସ୍କ ତ କେଉଁଠି ରତ୍ନ ଖଚିତ ମାସ୍କ। ହେଲେ ଆମେ ଆପଣଙ୍କୁ ଏକ ଏଭଳି ସାସ୍କ କଥା କହୁଛୁ ଯାହାକୁ ପିନ୍ଧିଲେ ଆପଣଙ୍କୁ ଆଉ କଥା କହିବା ବେଳେ ମାସ୍କ…

ଏହି ୨ ରାଜ୍ୟରେ ପୁଣି ବଢିଲା ଲକଡାଉନ…

ନୂଆଦିଲ୍ଲୀ: ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି। ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ ଲକଡାଉନ୍ ଆସନ୍ତା କାଲିଠାରୁ…

ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ। ମୌସୁମୀ ଜୁନ ୧ରେ କେରଳ ଛୁଇଁବା ନେଇ  ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜୁନ ୧ରେ ଦକ୍ଷିଣ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ  ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ, ଭାରତର…

କେରଳରେ ଲାଗୁ ହେଲା ଲକଡାଉନ

କେରଳ: ଦେଶରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ…

ଏନ୍‌ଆଇଏର ଚଢ଼ାଉ, ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏକୁ ବଡ଼ ସଫଳତା। ଅଲ କାଏଦାର ଏକ ବଡ଼ ନେଟୱାର୍କର ଷଡଯନ୍ତ୍ରକୁ ପଣ୍ଡ କରିଛି ଏନ୍‌ଆଇଏ। ଆଜି ସକାଳେ ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ। ଏନଆଇଏର ଏହି ଚଢ଼ାଉ ସମୟରେ ୯ ଜଣ ଆଙ୍କବାଦୀକୁ ଗିରଫ କରାଯାଇଛି। କେରଳର ଏରନାକୁଲମରେ ଏବଂ…

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

କେରଳରେ ‘କରୋନା ଭାଇରସ୍’କୁ ରାଜ୍ୟ…

କେରଳ: ‘କରୋନା ଭାଇରସ୍’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର। କେରଳରେ ତୃତୀୟ ରୋଗୀ ଚିହ୍ନଟ ହେବାପରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି। ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଆଜି ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା…

ଆଜି ସାବରୀମାଳା ମନ୍ଦିର ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆଜି ହେବ ସାବରିମାଳା ମନ୍ଦିର ମାମଲା ଶୁଣାଣି। ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। କେରଳର ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ, ମସଜିଦ୍‌ରେ ମହିଳାଙ୍କ ପ୍ରବେଶ, ମନ୍ଦିରରେ ପାରସୀ ମହିଳାଙ୍କ ଅଭେଦ ପ୍ରବେଶନେଇ ଦୀର୍ଘ ଦିନ ଧରି ଲାଗି…