Odisha Link
Bridging the Missing Links in Odisha
Browsing Tag

Kulamani Baral

ଡିସିପି ଅଫିସ୍‌ ଆଗରେ ଉତ୍ତେଜନା

କଟକ: ଡିସିପି ଅଫିସ୍‌ ଆଗରେ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ଦାବି ବିଜେପି କରିଛି। ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି…

ଅନୁଗତ ନ ହେଲେ ଉପକୂଳରେ ପୁଲିସକୁ ମିଳୁନି…

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର। ପ୍ରକାଶ ମିଶ୍ର କହିଛନ୍ତି “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌…

ପ୍ରତାପ ଜେନାଙ୍କୁ କାହିଁକି ଗିରଫ…

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ବିଜେପି ପକ୍ଷରୁ ବିକ୍ଷୋଭ ଜାରି ରହିଛି। ଆଜି ଏହି ମାମାଲାରେ କଟକ ନୃର୍ତ୍ତାଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଭାରୀ…

ମାହାଙ୍ଗା ଦ୍ୱେତହତ୍ୟା: ଧନୀ…

ସାଲେପୁର: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ପୁଲିସ ଏଯାବତ୍ ଛଅ ଜଣଙ୍କୁ ଗିରଫ କରିଛି। ତେବେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ବିଜେଡିର ଛାମୁଆ ନେତାମାନଙ୍କ ନାଁରେ ଏତଲାରେ ଥିଲେ ବି ପୁଲିସ…

ମାହାଙ୍ଗା ଡବଲ୍ ମର୍ଡର ଘଟଣା: ଆଉ ଜଣେ…

ସାଲେପୁର: ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ସ୍ପେସାଲ୍ ପୋଲିସ ଟିମ୍ ଦ୍ଵାରା ଅଭିଯୁକ୍ତକୁ ଗିରଫ କରାଯାଇଛି।…

ପ୍ରତାପ ଜେନାଙ୍କୁ ଗିରଫ କରାଯାଉ:…

ସାଲେପୁର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଏହା ବିଜେଡି ପ୍ରସ୍ତୁତ ରାଜନୈତିକ ହିଂସା ସଂସ୍କୃତିର ସଦ୍ୟ ଉଦାହରଣ।…

କୁଳମଣି ବରାଳ ହତ୍ୟା ମାମଲା, ୧୨ ଜଣଙ୍କ…

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା। ହତ୍ୟା ମାମଲା ନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ରୁଜୁ କରାଯାଇଛି। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଏନେଇ ଏତଲା ଦେଇଛନ୍ତି। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା ନିଆଯାଇଛି। ଏହି ମାମଲାରେ…