Odisha Link
Bridging the Missing Links in Odisha
Browsing Tag

Land

ଇଡକୋକୁ ହସ୍ତାନ୍ତର ହେବ ବରଗଡ ଚିନିକଳ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ…

ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କ୍ରୟ…

ଜମ୍ମୁ-କାଶ୍ମୀର: ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ। ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ…

ସୁନ୍ନି ୱାକଫ୍‌ ବୋର୍ଡ ଗ୍ରହଣ କଲା ୫ ଏକର…

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ୟୁପି ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଗତକାଲି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ଥିବା ନେଇ ସୂଚନା…

ପୁରୀ: ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା…

ଭୁବନେଶ୍ବର: ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା। ସ୍ୱେଚ୍ଛାକୃତ ଭାବେ ଜମି ବିକ୍ରୟ ପାଇଁ ଉଦ୍ଦିଷ୍ଟ ଅବଧିକୁ ଚଳିତମାସ ୯ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଏହ ସମୟ ସୀମାକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଅବଧି ଡିସେମ୍ବର ୨ ତାରିଖରେ ଶେଷ…