Odisha Link
Bridging the Missing Links in Odisha
Browsing Tag

Landfall

ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା…

ଭୁବନେଶ୍ବର: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ। ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କଲା ବାତ୍ୟା ୟାସ୍। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଲେ। ବାତ୍ୟା ୟାସ ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୩୦ରୁ ୧୫୦କିମି ଥିଲା। ଆଗାମୀ ୩…

ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍: ପବନର ବେଗ…

ବାଲେଶ୍ୱର: ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାତ୍ୟା ୟାସ୍ ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।…

ବାତ୍ୟା ୟାସ୍‌: ଆରମ୍ଭ ହେଲା ଲ୍ୟାଣ୍ଡଫଲ୍…

ଭୁବନେଶ୍ୱର: ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ…

ବାତ୍ୟା ୟାସ୍‌: ଡେରିରେ ହେବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା ୟାସ୍। ଘଣ୍ଟା ପ୍ରତି ୧୧ କିମି ବେଗରେ ସ୍ଥଳଭାଗ ମୁହଁ ହେଉଛି ୟାସ୍। ସକାଳୁ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବ। ଏନେଇ ସୂଚନା ଦେଇଛନ୍ତି ଏସଆରସି…

ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ…

ଭୁବନେଶ୍ବର: ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍। କାଲି ସକାଳୁ ସକାଳୁ ଲ୍ୟାଣ୍ଡଫଲ କରିବ ୟାସ୍। ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’। ବାତ୍ୟା ‘ୟାସ୍’ ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ବେଳେ ବାଲେଶ୍ୱର ଠାରୁ ୨୯୦ ଓ…

ପାରାଦୀପ ଠାରୁ ୨୨୦ କିମି ଦୂରରେ ବାତ୍ୟା…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ‘ୟାସ୍’। ପ୍ରବଳ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍। ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି। ବାତ୍ୟା ୟାସ୍‌…

ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା…

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ୍। ତେବେ ବାତ୍ୟା ୟଶ୍‌ ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପକ୍ଷରୁ କୁହାଯାଇଛି। ପାରାଦୀପ ଏବଂ ସାଗର ଦ୍ୱୀପ…

ମାଡ଼ି ଆସୁଛି ବାତ୍ୟା: ଲ୍ୟାଣ୍ଡଫଲ ସମୟରେ…

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟଶ୍। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।…

ଫନିର ତାଣ୍ଡବ: ଘଣ୍ଟାପ୍ରତି ୧୭୫ କିମି…

ପୁରୀ: ସକାଳ ୮ଟାରେ ପୁରୀ ଠାରେ ସ୍ଥଳଭାଗ ଛୁଇଁଛି ଫନି। ଆରମ୍ଭ ହୋଇଯାଇଛି ବାତ୍ୟା ଝଡ଼ର ତାଣ୍ଡବ। ପୁରୀରେ ଏବେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବହୁଛି। ବ୍ରହ୍ମଗିରି, ବାଲୁଗାଁ ଓ ପୁରୀ ଅଞ୍ଚଳରେ ପବନ ପ୍ରଭାବରେ ସାଇନ ବୋର୍ଡ, ଛୋଟ କ୍ୟବିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉଡ଼ୁଥିବା ଖବର ଆସିଛି।…