Odisha Link
Bridging the Missing Links in Odisha
Browsing Tag

lawyer association

ସମ୍ବଲପୁରର ୨୯ ଜଣ ଓକିଲଙ୍କୁ ମିଳିଲା…

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ…

ସମ୍ବଲପୁରରେ ଗିରଫ ହୋଇଥିବା ଆଇନଜୀବୀଙ୍କ…

ଓଏଲ୍‌ ବ୍ୟୁରୋ : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗିରଫ ହୋଇଥିବା ଓକିଲଙ୍କ ଜାମିନକୁ ପୁଣି ଖାରଜ କରିଦେଇଛନ୍ତି କୋର୍ଟ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ସମୟରେ ଅନେକ ଆଇନଜୀବୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ…

ଆନ୍ଦୋଳନକାରୀ ଓକିଲ ସଂଘର ସୂଚନା :…

ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ଚାଲିଛି ଓକିଲ ସଂଘ ଆନ୍ଦୋଳନ। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଆନ୍ଦୋଳନରୁ ଓହରୁନାହାନ୍ତି ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ। ବାର୍ କାଉନସିଲ୍ ଇଣ୍ଡିଆ ତାଙ୍କୁ…

ଓକିଲଙ୍କ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ…

ଓଏଲ୍ ବ୍ୟୁରୋ : ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ ହୋଇଥିବାରୁ ଉଭୟ ଡିଜି…

ଓକିଲ ଆନ୍ଦୋଳନ ବେଳେ ଉତ୍ତେଜନା, ଆଇନଜୀବୀ…

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ଓକିଲ ଆନ୍ଦୋଳନ। ସମ୍ବଲପୁରରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ଦେଖାଦେଇଛି ଉତ୍ତେଜନା।ଆନ୍ଦୋଳନକାରି ଓକିଲମାନେ କୋର୍ଟକୁ ବିଚାରପତିଙ୍କୁ ଯିବାକୁ ଦେଉନାହାନ୍ତି। ଯାହା ଫଳରେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି।ପୂର୍ବରୁ ଏହି ଆନ୍ଦୋଳନକୁ ନେଇ…

ଜିଦରେ ଓକିଲ ସଂଘ , ସୁପ୍ରିମକୋର୍ଟର…

ଓଏଲ୍ ବ୍ୟୁରୋ : ବର୍ଷ ବର୍ଷ ହେବ ଲାଗିରହିଛି ଓକିଲ ସଂଘ ଆନ୍ଦୋଳନ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଓକିଲ ସଂଘ।ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ନିର୍ଦ୍ଦେଶ  ଦେଇଥିଲେ ଓକିଲ ସଂଘକୁ…

ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟଙ୍କ…

ଭୁବନେଶ୍ୱର: ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୫ ଡିସେମ୍ବର ସୁଦ୍ଧା ଓକିଲ ସଂଘ ନିର୍ବାଚନ ଶେଷ କରିବା ସହ ଫଳାଫଳ ଘୋଷଣା କରିବାକୁ ହାଇକୋର୍ଟ…