Odisha Link
Bridging the Missing Links in Odisha
Browsing Tag

Lawyer

ସମ୍ବଲପୁରରେ ଓକିଲ-ପୁଲିସ ଧସ୍ତାଧସ୍ତି 

ଓଏଲ୍ ବ୍ୟୁରୋ : ପୁଣିଥରେ ସାମ୍ନାସାମ୍ନି ହେଲେ ଓକିଲ ଓ ପୁଲିସ। ସମ୍ବଲପୁର କଚେରୀ ଛକରେ ଚାଲିଛି ଜୋରଦାର ଆନ୍ଦୋଳନ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଓକିଲମାନେ ସମ୍ବଲପୁର କଚେରୀ ଛକରେ ପୁଣିଥରେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ଓକିଲମାନଙ୍କ ଆନ୍ଦୋଳନରେ  ଯୋଗଦାନ କରିଛି।…

କରୋନା: ମାର୍ଚ୍ଚ ୩୧ ଯାଏଁ ହାଇକୋର୍ଟ…

କଟକ: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। କରୋନା ପାଇଁ ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। କରୋନା ସତର୍କତା ନେଇ ହାଇକୋର୍ଟ ଓକିଲା ସଂଘ ମାର୍ଚ୍ଚ ୩୧ ଯାଏଁ…

କୋର୍ଟ ଗଲେ ନିର୍ଭୟା ଦୋଷୀଙ୍କ ଓକିଲ,…

ନୂଆଦିଲ୍ଲୀ: ଆଜି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ ପୁଣିଥରେ ପଟିଆଲା ହାଉସର ଦ୍ବାରସ୍ତ ହୋଇଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଉନଥିବା ଅଭିଯୋଗ କରିଛନ୍ତି ଦୋଷୀଙ୍କ ଓକିଲ। ଅନ୍ୟ ୩ ଦୋଷୀଙ୍କ ରାଜକ୍ଷମା ଆବେଦନ ପାଇଁ କାଗଜପତ୍ର ଦେଉନାହାନ୍ତି ଜେଲ୍ କର୍ତ୍ତୃପକ୍ଷ ବୋଲି ଅଭିଯୋଗ…