ଲିବ୍ୟାରେ ପ୍ରକୃତିର ତାଣ୍ଡବ, ୬ ହଜାରରୁ…
ଓଏଲ୍ ବ୍ୟୁରୋ: ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଳୟ ସୃଷ୍ଟି କରିଛି। ଲିବ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଝଡ଼ ଓ ବନ୍ୟା ପ୍ରଭାବରେ ଅନେକ ଉପକୂଳ ସହର…