Odisha Link
Bridging the Missing Links in Odisha
Browsing Tag

LOC

କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି ଶତାଧିକ…

ଶ୍ରୀନଗର: କାଶ୍ମୀର ଘାଟିରେ ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିସହ ସୀମା ଆରପଟେ ଥିବା ଲଞ୍ଚ୍ ପ୍ୟାଡରେ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ…

ଜମ୍ମୁ: ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ। ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଯବାନ ସହିଦ ହୋଇଛନ୍ତି। ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ…

ଭାରତର ମହନୀୟତା, ଉପହାର ଓ ମିଠା ସହ ୨…

ନୂଆଦିଲ୍ଲୀ: ପାକିସ୍ତାନ ସର୍ବଦା ଭାରତ ପ୍ରତି ଶତ୍ରୁତା ମନୋଭାବ ପୋଷଣ କରିଆସୁଥିଲେ ମଧ୍ୟ ଭାରତ ନିଜର ମହାନୀୟତା ଦେଖାଇଛି। ବନ୍ଧୁତାର ହାତ ବଢାଇବାର ପ୍ରୟାସ କ୍ରମରେ ଭାରତ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକାଙ୍କୁ ଉପହାର ଓ ମିଠା…

୨ ପାକ୍‌ ସେନା ନିହତ, ଧଳାପତାକା ଦେଖାଇ…

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନକୁ ଲାଗିଛି ଯୋରଦାର ଝଟକା। ପାକସେନା ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ଦେଇଛି କଡ଼ା ଜବାବ। ଭାରତୀୟ ସେନାର ଜବାବରେ ୨ ପାକ୍‌ ଯବାନ ନହିତ ହୋଇଛନ୍ତି। ଧଳା ପତାକା ଦେଖାଇ ମୃତ ଦେହ ନେଇଛନ୍ତି ପାକ୍‌ ସେନା।…

ଆଜି ଏଲ୍‌ଓସି ଅଞ୍ଚଳକୁ ଯାଇପାରନ୍ତି ରାୱତ

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ। ଆଜି କଶ୍ମୀରରେ ରାଓ୍ବତଙ୍କ ଦ୍ବିତୀୟ ଦିନ। ଆଜି ବି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।…

ଧାରା ୩୭୦: ଏଲଓସିରେ ସବୁ ପକ୍ଷ ରଖନ୍ତୁ…

ନୂଆଦିଲ୍ଲୀ: ଉଚ୍ଛେଦ ହେଲା ଧାରା ୩୭୦। ସାରା ଭାରତବାସୀ ଏହାକୁ ନେଇ ଖୁସି ମନାଉଛନ୍ତି। ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଦାବି କରିଛି। ଧାରା ୩୭୦ ଉଚ୍ଛେଦ ହେଲାପରେ ନିୟନ୍ତ୍ରଣ ରେଖା(ଏଲଓସି)ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ବଜାୟ ରଖିବାକୁ ଉଭୟ ଭାରତ…