ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ…
ଓଏଲ୍ ବ୍ୟୁରୋ: ଚାଞ୍ଚଲ୍ୟ ସୃଷ୍ଟି କରିଛି ରାଜଧାନୀ ଭୂବନେଶ୍ୱରର ପ୍ରେମୀ ଯୁଗଳଙ୍କ ମୃତ ଖବର। ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ। ୨ପ୍ରେମୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
୨ ମୃତକ…