Odisha Link
Bridging the Missing Links in Odisha
Browsing Tag

Lpg Gas

ମହଙ୍ଗା ମାଡ଼: ବଜେଟ୍ ପୂର୍ବରୁ ବଢ଼ିଲା…

ଓଏଲ୍‌ ବ୍ୟୁରୋା: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍। ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ୍ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ୍। ତେବେ ବଜେଟ୍‌…

ରୋଷେଇ ଘରେ ଲାଗିଲା ନିଆଁ, ଏବେ ସିଲିଣ୍ଡର…

ଓଏଲ୍‌ ବ୍ୟୁରୋ: ମେ' ମାସ ପ୍ରଥମ ସପ୍ତାହରୁ ହିଁ ମହଙ୍ଗା ମାଡ଼। ପୁଣି ବଢ଼ିଲା ଘରୋଇ ରନ୍ଧନ ଗ୍ୟାସ୍‌ ଦର। ଶନିବାର ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତଦର ଆଜିଠାରୁ ଲାଗୁ ହୋଇଛି। ବର୍ଦ୍ଧିତ ଗ୍ୟାସଦର ବୃଦ୍ଧି ପାଇବା ପରେ ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଦର…

ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମହଙ୍ଗା ମାଡ଼। ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଛି ଗ୍ୟାସ ସିଲିଣ୍ଡର ଦର। ଆଜିଠୁ ରୋଷେଇ ଗ୍ୟାସର ଦର ବଢ଼ିଛି। ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି। ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି।…

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର…

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର,…

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହେଇଥିବା ବେଳେ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ସରକାରୀ ତେଲ କମ୍ପାନୀ ଗତକାଲି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।…

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ତୈଳ ବଜାରରେ ଲାଗାତାର ଦରବୃଦ୍ଧି ପରେ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ସିଲିଣ୍ଡର ପିଛା ୫୦ ଟଙ୍କା ଦର ବଢ଼ିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ଗ୍ୟାସ ଦର ବଢ଼ିଛି। ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଆଜି ଦେଶରେ ଦାମ ବଢିଛି। ରାଜଧାନୀ ଦିଲ୍ଲୀରେ ଅଣସବସିଡି…

ଏଣିକି ହ୍ବାଟସଆପ ଜରିଆରେ ବୁକ୍‌ କରି ହେବ…

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଗ୍ୟାସର ହୋମ‌ଡେଲିଭରି ବ୍ୟବସ୍ଥା ନଭେମ୍ବର ୧ରୁ ବଦଳି ଯାଇଛି। ବିନା ଓଟିପିରେ ଏଲପିଜି ସିଲିଣ୍ଡର ଡେଲିଭରି ହେବ ନାହିଁ। ଏଣିକି ଗ୍ରାହକମାନେ ହ୍ବାଟସଆପ ଜରିଆରେ ବି ସିଲିଣ୍ଡର ବୁକିଂ କରିପାରିବେ। ୧. ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ନୂତନ ନମ୍ବର…

ଆସନ୍ତା ପହିଲାରୁ ବଦଳିବ ଏଲ୍‌ପିଜି…

ନୂଆଦିଲ୍ଲୀ: ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିବାକୁ ଯାଉଛି। ସିଲିଣ୍ଡରରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଏଲପିଜି ସିଲିଣ୍ଡର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି।ଆସନ୍ତା ପହିଲାରୁ ଏଲ୍‌ପିଜି ଗ୍ୟାସ ହୋମ୍…

୪ ମାସ ହେଲା ମିଳୁନି ଏଲପିଜି ସବସିଡି!

ନୂଆଦିଲ୍ଲୀ: ଗ୍ୟାସ୍‌ ଉପଭୋକ୍ତାଙ୍କୁ ଆଉ ମିଳୁନି ସବ୍‌ସିଡି ଟଙ୍କା। ଏଲ୍‌ପିଜି ସିଲିଣ୍ଡର ଉପରେ ଆଉ ସବ୍‌ସିଡି ମିଳୁନାହିଁ। ସିଲିଣ୍ଡର ପିଛା ଦରରେ ନିୟମିତ ବୃଦ୍ଧି ଘଟିବା ଓ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଇବାରୁ ଏଲ୍‌ପିଜି ଉପରେ ଆଉ ସବ୍‌ସିଡି ଦେବାକୁ ପଡ଼ୁନାହିଁ। ଏଲ୍‌ପିଜି ଗ୍ୟାସ୍‌…

ଆଜିଠୁ ମହଙ୍ଗା ହେଲା ଏଲପିଜି ସିଲିଣ୍ଡର,…

ନୂଆଦିଲ୍ଲୀ: ୬୮ ଦିନ ପରେ ଭାରତରେ ଆଜିଠୁ ଆରମ୍ଭ ହୋଇଛି ଅନ୍‌ଲକ୍‌ର ୧ମ ପର୍ଯ୍ୟାୟ। ଏବଂ ଏହାର ପ୍ରଥମ ଦିନରେ ହିଁ ଜନସାଧାରଣଙ୍କୁ ଲାଗିଛି ଝଟକା। କାରଣ ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା…