Odisha Link
Bridging the Missing Links in Odisha
Browsing Tag

Mahanadi River

ବୁଡ଼ିଲା ମା’ ଭଟ୍ଟାରିକା ମନ୍ଦିର, ମା’…

ଓଏଲ୍‌ ବ୍ୟୁରୋ: ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଫୁଲିବାରେ ଲାଗିଛି ମହାନଦୀ। ଯାହାଫଳରେ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି। ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ଅସ୍ଥାୟୀ ରତ୍ନଗିରି…

ମା’ ଭଟ୍ଟାରିକା ମନ୍ଦିରରେ ପଶିଲା…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିିିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅଧିକ ଉଚ୍ଚ ସ୍ଥାନରେ…

ମହାନଦୀ ଜଳ ବିବାଦ

ଓଏଲ୍ ବ୍ୟୁରୋ : ଅତି ପ୍ରତିକ୍ଷିତ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲର ନିଷ୍ପତି ଶୁଣାଣିର ଅପେକ୍ଷା। ଓଡିଶା ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବୁନାଲରେ ହେବ ଶୁଣାଣି। ଦୀର୍ଘ ଦିନର ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ…

ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁ ମଧ୍ୟରେ ମହାନଦୀରେ ଘଟିଛି ଅଘଟଣ। ବାଲିଯାତ୍ରା ପଡ଼ିଆ ତଳ ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଜଣେ ବ୍ୟବସାୟୀ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ହେଉଛନ୍ତି ବିହାର…

ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଉଦ୍ଧାର ହେଲେ ବାପପୁଅ, ୪ ଦିନ ହେବ…

ଓଏଲ୍‌ ବ୍ୟୁରୋ: ମହନଦୀରେ ବନ୍ୟା। ଉଛୁଳିଥିବା ମହାନଦୀର ବନ୍ୟା ପାଣିରେ ପାଖାପାଖି ୪ ଦିନ ଧରି ଫସି ରହିଥିଲେ ବାପପୁଅ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ଧରି ଫସି ରହିଥିବା ଉଭୟ ବାପପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ମୁଣ୍ଡ ବୁଲାଇବାରୁ ଗୋଡ ଖସିଗଲା:…

କଟକ: ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା। ଭୂମିକା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, କାଲିି ପୂଜା ସାମାନଗୁଡ଼ିକ ସବୁ ଥିଲା। ଉପାସ କରିଥିଲି ତ ବହୁ ୱିକ୍ ଲାଗୁଥିଲା, ମୁଣ୍ଡ ବୁଲାଉଥିଲା। ତ ପୂଜା ସାମାନଗୁଡ଼ିକ ପାଣିରେ…

ହୀରାକୁଦ ବନ୍ଧରୁ ୨୫ରେ ଛଡ଼ାଯିବ ପ୍ରଥମ…

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି କରିଛନ୍ତି। ଚଳିତବର୍ଷ ସଠିକ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୧୫ ଫୁଟ ଅତିକ୍ରମ କରିସାରିଛି। ରୁଲ୍…

ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି

ଭୁବନେଶ୍ବର: ଆଜି ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି।…

ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ନଭେମ୍ବର ୩୦ ପରିବର୍ତ୍ତେ ଡିସେମ୍ବର ୧୪ରେ ହେବ ଶୁଣାଣି। ବିବାଦର ଶୁଣାଣି ପୂର୍ବରୁ ଉଭୟ ରାଜ୍ୟକୁ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ମଗାଯାଇଛି । ରିପୋର୍ଟ ନେଇ ଶୁଣାଣି ପରେ ଅନ୍ତରୀଣ ରାୟ ଶୁଣାଇପାରନ୍ତି ବୋଲି…