Odisha Link
Bridging the Missing Links in Odisha
Browsing Tag

Mahanadi

ମହାନଦୀରେ ଭାସିଗଲେ ତିନି ଯୁବକ, ଜଣଙ୍କର…

କଟକ: ମହାନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ତିନିଜଣ ଯୁବକ ଜଳର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ସନ୍ଧାନ ମିଳିନାହିଁ। ରବିବାର ଦିନ ମହାନଦୀରେ ଗାଧୋଇବାକୁ ଯାଇଥିବାବେଳେ ତିନିସାଙ୍ଗ ଭାସିଯାଇଥିଲେ। ଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର…

ଲୋକାର୍ପିତ ହେଲା ରାଜ୍ୟର ଦୀର୍ଘତମ ସେତୁ

କଟକ: ଲୋକାର୍ପିତ ହେଲା ସମ୍ପର୍କର ସେତୁ। ମୁଖ୍ୟଢ଼ନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କଲେ ବହୁ ପ୍ରତିକ୍ଷୀତ ଟି-ସେତୁ। କଟକ ବାଙ୍କୀ-ବୈଦେଶ୍ଵର-ବଡମ୍ବା ଗୋପିନାଥପୁରକୁ ସଂଯୋଗ କରୁଥିବା ରାଜ୍ୟର ଦୀର୍ଘତମ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ…

ମହାନଦୀକୁ ଡେଇଁଲେ ମହିଳା

କଟକ: ଯୋବ୍ରା ଆନିକଟରୁ ମହାନଦୀକୁ ଡେଇଁଲେ ମହିଳା। ଉକ୍ତ ମହିଳାଙ୍କୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳା ଜଣଙ୍କ ଡ଼େଇଁବା ସମୟରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ…

ମହାନଦୀ ପଠାରେ ଫସିଛନ୍ତି ହାତୀପଲ

କଟକ: କଟକ ଜିଲ୍ଲା ବାଙ୍କି ମହାନଦୀ ପଠାରେ ଫସିଛନ୍ତି ହାତୀ ପଲ। ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି। ପାଣି ଭିତରେ ପ୍ରାୟ ୧୮ଟି ହାତୀ ଫସି ରହିଥିବା ଜଣାପଡିଛି। ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି…

ଉଦ୍ଧାର ହେଲେ ମହାନଦୀକୁ ଡେଇଁଥିବା ଯୁବତୀ

ବାଙ୍କି: ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ତଳକୁ ଡେଇଁପଡ଼ିଥିବା ଯୁବତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମହାନଦୀରେ ଉଛୁଳା ପାଣି ଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିବା ଜଣାଯାଇଛି। ଯୁବତୀଜଣକ ସୁସ୍ଥ ଥିବା ବେଳେ କେଉଁ କାରଣରୁ ମହାନଦୀକୁ ଡେଇଁ ପଡ଼ିଥିଲେ ତାହା ଜଣା…

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ମହାନଦୀରେ ମଧ୍ୟମରୁ ବଡ ଧରଣରୁ ବନ୍ୟା ଆଶଙ୍କା। ଏନେଇ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବା ବେଳେ ସକାଳ ସୁଧା ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ କଲମାରୁ ୫ ଲକ୍ଷ, ଇବ୍‌ ଓ ଭେଡେନ୍ରୁ…

ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦…

ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍) ପକ୍ଷରୁ 'ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ' (Mahanadi Valley Heritage Sites…

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର : ଓଡ଼ିଶା-ଛିତଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣିକୁ ସେପ୍ଟେମ୍ବର ୨୮କୁ ଘଞ୍ଚାଇ ଦିଆଯାଇଛି ।…